ଖବର ସଂଗ୍ରହ

.



ଗୋପାଳପୁର ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରଦୀପ ପାଣିଗ୍ରାହୀ

Bhagyaprabha News Bureau | ରାଜନୀତି | | 1170 | Read...

ଗୋପାଳପୁର ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରଦୀପ ପାଣିଗ୍ରାହୀ

ଗଞ୍ଜାମ ଜିଲ୍ଲାର ଗୋପାଳପୁର ବିଧାନସଭା ଆସନ ପାଇଁ ବିଜେଡି ଦଳରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ନିଜ ନିର୍ବାଚନ ମଣ୍ଡଳୀ ର ଲାଞ୍ଜିପଲ୍ଲୀ କାଞ୍ଜିଆମ୍ମା ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରା



କଟକର ନାନା ସାହି ଆକ୍ରମଣ ଘଟଣାରେ : ୫ ଗିରଫ

Bhagyaprabha News Bureau | ଅପରାଧ | | 1168 | Read...

କଟକର ନାନା ସାହି ଆକ୍ରମଣ ଘଟଣାରେ : ୫ ଗିରଫ

କଟକ ନାନା ସାହି ଓ ନୂଆ ସାହି ଗ୍ରାମରେ ପ୍ରବେଶ କରି ଗତ ଶୁକ୍ରବାର ଅପରାହ୍ନରେ ଦୁବୁର୍ତ୍ତମାନେ ପ୍ରବେଶ କରି ଗ୍ରାମ ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାରେ ଜଗତସିଂହପୁର ପୋଲିସ ୫ ଜଣଙ୍କୁ ଗିରଫ କରିଛି । ସେମାନ



ରାୟଗଡାରେ ମାଓପୋଷ୍ଟର!

Bhagyaprabha News Bureau | ଅପରାଧ | | 1167 | Read...

ରାୟଗଡାରେ ମାଓପୋଷ୍ଟର!

ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ । ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତାରିଖ ଏପ୍ରିଲ ୧୧ ତାରିଖ ଦିନ ହେବାକୁ ଥିବା ବେଳେ ରାୟଗଡା ଜିଲ୍ଲାରେ ମାଓବାଦୀ ମାନେ ଭୋଟ ବନ୍ଦ ବର୍ଜନ ଡାକରା ଦେଇଛନ୍ତି । ନିର୍ବାଚନ ତାରିଖ ଯେ



ଚିନୁକ ସିଏଚ-୪୭ ହେଲିକପ୍ଟରକୁ ବାୟୁ ସେନାରେ ସାମିଲ !

Bhagyaprabha News Bureau | ଦେଶଦୁନିଆ | | 1166 | Read...

ଚିନୁକ ସିଏଚ-୪୭ ହେଲିକପ୍ଟରକୁ ବାୟୁ ସେନାରେ ସାମିଲ !

ଭାରତୀୟ ବାୟୁସେନାରେ ସାମିଲ ହେଲା ୧୧ ହଜାର କେଜି ଅସ୍ତ୍ରଶସ୍ତ୍ର ଏବଂ ସୈନିକ ନେବାର ସକ୍ଷମ ରଖିଥିବା ଆମେରିକାର ଅତ୍ୟାଧୁନିକ ଚିନୁକ ସିଏଚ-୪୭ ହେଲିକପ୍ଟର । ଚିନୁକ ସିଏଚ-୪୭ ହେଲିକପ୍ଟରରେ କମନ ଏଭିଏସନ ଆର୍କିଟେକ୍ଚର କକପି



ବାଲେଶ୍ୱର-ଯୁବତୀଙ୍କୁ ହତ୍ୟା

Bhagyaprabha News Bureau | ଅପରାଧ | ବାଲେଶ୍ବର | 1165 | Read...

ବାଲେଶ୍ୱର-ଯୁବତୀଙ୍କୁ ହତ୍ୟା

ବାଲେଶ୍ୱର ଜିଲ୍ଲା ରେମୁଣାଥାନା ବାଙ୍ଗର ଗାଁରେ ଗତ ୧୪ ତାରିଖ ଦିନ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଥିଲା ଏହି ଘଟଣାରେ ପୋଲିସ ୧୨ ଦିନ ବିତିଯାଇଥିଲେ ମଧ୍ୟ ଅପରାଧିକୁ ଟ୍ରାକ କରିବାରେ ପୋଲିସ ସକ୍ଷମ ହୋଇପାରିନାହିଁ । ଏହି ଘଟଣ



ଅଭିନେତ୍ରୀଙ୍କ କାର ଉପରକୁ ଦୁର୍ବୁତ୍ତଙ୍କ ଆକ୍ରମଣ

Bhagyaprabha News Bureau | ଅପରାଧ | | 1164 | Read...

ଅଭିନେତ୍ରୀଙ୍କ କାର ଉପରକୁ ଦୁର୍ବୁତ୍ତଙ୍କ ଆକ୍ରମଣ

ସାରାଦେଶ ହୋଲି ପର୍ବରେ ଖୁସି ମନାଉଥିବା ବେଳେ ମୁମ୍ବାଇ ଟେଲିଭିଜନ ଅଭିନେତ୍ରୀ ଚାହାତ୍ ଖନ୍ନାଙ୍କ ପାଇଁ ହୋଲିର ଦିନଟି ଖୁବ ଭୟାନକ ଥିଲା । ସୂଚନା ଅନୁୁସାରେ ଚାହାତ୍ କାରରେ ବସି ଯାଉଥିବା ସମୟରେ କିଛି ଦୁର୍ବତ୍ତ ମଦ୍ୟପାନ କ



ସଡ଼କ ଦୁର୍ଘଟଣାରେ ୩ ଆହତ!

Bhagyaprabha News Bureau | ଅପରାଧ | ଝାରସୁଗୁଡ଼ା | 1163 | Read...

ସଡ଼କ ଦୁର୍ଘଟଣାରେ ୩ ଆହତ!

ଝାରସୁଗୁଡ଼ା ସହର ନିକଟ ବସଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବସଷ୍ଟାଣ୍ଡ ଭିତରୁ ଏକ ଘରୋଇ ବସକୁ ଷ୍ଟାର୍ଟ କରିବା ପାଇଁ ଠେଲୁଥିବା ସମୟରେ ଗାଡ଼ିଟି ଗଡ଼ିଟି ଯାଇଥିଲା। ଗାଡ଼ିଟି ରାସ୍ତା ଉପରକୁ ଗଡ଼ି ଆସିବାରୁ ଏକ ବାଇକକୁ



ଦିଲ୍ଲୀ ଏମ୍ସର ଅପରେସନ ଥିଏଟରରେ ଅଗ୍ନିକାଣ୍ଡ

Bhagyaprabha News Bureau | ଦେଶଦୁନିଆ | | 1162 | Read...

ଦିଲ୍ଲୀ ଏମ୍ସର ଅପରେସନ ଥିଏଟରରେ ଅଗ୍ନିକାଣ୍ଡ

ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)ର ଏକ ଅପରେସନ ଥିଏଟରରେ ନିଆଁ ଲାଗିଛି। ଘଟଣାର ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ଦମକଳ ବାହିନୀର ୪ ଗାଡ଼ି ପହଞ୍ଚିଛନ୍ତି। ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ବାହାର



ଏପ୍ରିଲ ୧ରେ ଲଞ୍ଚ ହେବ ଉପଗ୍ରହ ଇମିସେଟ୍

Bhagyaprabha News Bureau | ଦେଶଦୁନିଆ | | 1161 | Read...

ଏପ୍ରିଲ ୧ରେ ଲଞ୍ଚ ହେବ ଉପଗ୍ରହ ଇମିସେଟ୍

ଆସନ୍ତା ଏପ୍ରିଲ ୧ ରେ ରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ ପାଇଁ ଭାରତ ଇଲେକଟ୍ରୋନିକ୍ସ ଇଣ୍ଟେଲିଜେନ୍ସି ସେଟେଲାଇଟ ଇମିସେଟଲଞ୍ଚ କରିବାକୁ ଯାଉଛି । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ପକ୍ଷରୁ ରବିବାର କହୁଯାଇଛି ଯେ ଏହ



ସେନାର ବଡ ସଫଳତା ; ୩ ଆତଙ୍କୀ ଗିରଫ

Bhagyaprabha News Bureau | ଦେଶଦୁନିଆ | | 1160 | Read...

ସେନାର ବଡ ସଫଳତା ; ୩ ଆତଙ୍କୀ ଗିରଫ

ଭାରତୀୟ ସୀମାରେ ସେନା ତରଫରୁ ଆତଙ୍କବାଦୀଙ୍କ ଉପରେ କଡାନଜର ରଖିବା ସହ ସୀମାରେ ତନ୍ନ ତନ୍ନ ଯାଞ୍ଚ କରାଯାଉଛି । ଗୁୁଇନ୍ଦା ବିଭାଗ ତରଫରୁ ମଧ୍ୟ ସତର୍କ ରହିବା ସହ ଗୁପ୍ତତଥ୍ୟକୁ ବାହାର କରିବା ପାଇଁ ପ୍ରୟାସ ଜାରିରହିଛି । ଶ୍ରୀ



ସାରା ରାଜ୍ୟରେ ଗ୍ରୀଷ୍ମର ଲହରି !

Bhagyaprabha News Bureau | ଓଡ଼ିଶା | | 1159 | Read...

 ସାରା ରାଜ୍ୟରେ ଗ୍ରୀଷ୍ମର ଲହରି !

ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ ହୋଇଥିଲା । ମାଲକାନଗିରିରେ ସର୍ବାଧିକ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଆସନ୍ତା ୨୬ ଓ ୨୭ରେ ରାଜ୍ୟର ବିଭିନ୍ନ ସ



ବିଜେପିର ୨ଟି ଲୋକସଭା ଓ ୯ଟି ବିଧାନସଭା ଆସନ ପାଇଁ ପାର୍ଥୀ ତାଲିକା ଘୋଷଣା

Bhagyaprabha News Bureau | ରାଜନୀତି | | 1158 | Read...

ବିଜେପିର ୨ଟି ଲୋକସଭା ଓ ୯ଟି ବିଧାନସଭା ଆସନ ପାଇଁ ପାର୍ଥୀ ତାଲିକା ଘୋଷଣା

୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟରେ ୫ଟି ଲୋକସଭା ଓ ୨୨ ବିଧାନସଭା ଆସନ ପାଇଁ ପାର୍ଥୀ ତାଲିକା ଘୋଷଣା ପରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୨ଟି ଲୋକସଭା ଓ ୯ଟି ବିଧାନସଭା ପାଇଁ ପାର୍ଥୀ ତାଲିକା ଘୋଷଣା କରି



ଭଦ୍ରକ-ଦୋଳ ମେଳନରେ ଡିଜେ ବଜାଇବାକୁ ନେଇ ଉତ୍ତେଜନା

Bhagyaprabha News Bureau | ଓଡ଼ିଶା | ଭଦ୍ରକ | 1154 | Read...

ଭଦ୍ରକ-ଦୋଳ ମେଳନରେ  ଡିଜେ ବଜାଇବାକୁ ନେଇ ଉତ୍ତେଜନା

ଭଦ୍ରକ ଜିଲ୍ଲା ଧାମନଗର ଥାନା ଚୂଡା କୁଟି ମେଳଣ ଚାଲିଥିବା ବେଳେ ପୋଲିସର ଡିଜେ ଭଙ୍ଗାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତୋଜନା ଦେଖାଦେଇଛି । ରାସ୍ତା ମଝିରେ ପୋଲିସର ବିନା ପରମସନରେ ଦୁଇ ଗ୍ରାମବାସୀ ଲୋକ ମେଳଣ ବେଳେ ଡିଜେ ବ



୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନର ନାମାଙ୍କନ ଦାଖଲର ଶେଷ ତାରିଖ !

Bhagyaprabha News Bureau | ରାଜନୀତି | | 1153 | Read...

୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନର  ନାମାଙ୍କନ ଦାଖଲର ଶେଷ ତାରିଖ !

ଆଜି ରାଜ୍ୟର ୪ଟି ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ଆସନରେ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ହୋଇଥିବାରୁ ସାରା ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି । ବିଭିନ୍ନ ଦଳର ପାର୍ଥୀମାନେ



ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମରେ ଏକ ନୂତନ କ୍ୟାମ୍ପେନ

Bhagyaprabha News Bureau | ଦେଶଦୁନିଆ | | 1152 | Read...

ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମରେ ଏକ ନୂତନ କ୍ୟାମ୍ପେନ

ସାଧାରଣ ନିର୍ବାଚନରେ ଲୋକଙ୍କୁ ଭାଗିଦାର କରାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମରେ ଏକ ନୂତନ କ୍ୟାମ୍ପେନ 'ଭୋଟ୍ କର' ଆରମ୍ଭ କରିବା ସହ ଟ୍ୱିଟ୍‌ କରି ଦେଶବାସୀଙ୍କୁ ମତଦାନରେ ବିପୁଳମାତ୍ରାରେ ଭୋଟ୍ ଦେବ



ରାଜ୍ୟରେ ୨୦ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କଲା କଳିଙ୍ଗ ସେନା

Bhagyaprabha News Bureau | ରାଜନୀତି | | 1151 | Read...

ରାଜ୍ୟରେ ୨୦ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କଲା କଳିଙ୍ଗ ସେନା

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳମାନେ ପାର୍ଥୀ ପତ୍ର ଘୋଷଣା କରିସାରିଛନ୍ତି , ସେହିକ୍ରମରେ କଳିଙ୍ଗ ସେନା କଳାହାଣ୍ଡି ଲୋକସଭା ଆସନ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ୧୯ ବିଧାନସଭା ଆସନ ପାଇଁ ପ୍ରାର୍ଥ



ପଦ୍ମ ଦଳରେ ସାମିଲ ହେଲେ ଖାରବେଳ ସ୍ୱାଇଁ

Bhagyaprabha News Bureau | ରାଜନୀତି | କନ୍ଧମାଳ | 1150 | Read...

ପଦ୍ମ ଦଳରେ ସାମିଲ ହେଲେ  ଖାରବେଳ ସ୍ୱାଇଁ

ପଦ୍ମ ଦଳରେ ସାମିଲ ହେଲେ ଆଉ ଜଣେ ହେଭିୱେଟ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବରେ ସେ ପଦ୍ମ ଧରିଛନ୍ତି । ତେବେ ନିର୍



ବରଗଡ଼ରେ ବିଜେପିରୁ ନାମାଙ୍କନ ପତ୍ର ଦାଖଲ କରିବେ ସୁରେଶ ପୂଝରୀ

Bhagyaprabha News Bureau | ରାଜନୀତି | ବରଗଡ଼ | 1148 | Read...

ବରଗଡ଼ରେ ବିଜେପିରୁ ନାମାଙ୍କନ ପତ୍ର ଦାଖଲ କରିବେ ସୁରେଶ ପୂଝରୀ

୨୦୧୯ ସାଧାରଣ ନିର୍ବାଚନର ପାର୍ଥୀ ନାମାଙ୍କନ ଦଖଲର ଶେଷ ତାରିଖ ହୋଇଥିବାରୁ ଆଜି ବିଭିନ୍ନ ଦଳର ନେତା ମାନଙ୍କ ମଧ୍ୟରେ ଉତ୍ସାହ ଲାଗିରହିବା ସହ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିଡ ଲାଗି ରହିଛି । ବି



ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ !

Bhagyaprabha News Bureau | ଶିକ୍ଷା | | 1147 | Read...

ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ !

ଆଜିଠାରୁ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ । ସକାଳ ୧୦ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଖାତା ଦେଖା ଚାଲିବ। ମୂଲ୍ୟାୟନ କାର୍ଯ୍ୟ ୧୦ରୁ ୧୨ଦିନ ମଧ୍ୟରେ ସମାପ୍ତ କରିବାକୁ ବୋର



ବିଜେପୁର ବିଧାନସଭା ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ନବୀନ

Bhagyaprabha News Bureau | ରାଜନୀତି | | 1146 | Read...

ବିଜେପୁର ବିଧାନସଭା ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ନବୀନ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ | ଆଜି ମୁଖ୍ୟମନ୍ତ୍ରୀ ବିଜେପୁର ଗସ୍ତରେ ଯାଇ ବିଜେପୁର ବିଧାନସଭା ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ | ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ



ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ!

Bhagyaprabha News Bureau | ଦେଶଦୁନିଆ | | 1145 | Read...

ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ!

ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ Cକରିବାରୁ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି।ଶନିବାର ସନ୍ଧ୍ୟା ପ୍ରାୟ ୫: ୩୦ ସମୟରେ ପୁଞ୍ଚ୍‌ର ଶହାପୁର ଏବଂ କେର୍ଣ୍ଣି ଅଞ୍ଚଳରେ ଥିବା ନିୟନ୍ତ୍ରଣ ରେଖା ଠାରେ ସୀମାପାରି ଗୁଳି ଚାଳ



ଓଡିଶା ୟୁଥ କମିଟି ପକ୍ଷରୁ ବାଙ୍ଗାଲୋରଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ

Bhagyaprabha News Bureau | ଦେଶଦୁନିଆ | | 1144 | Read...

ଓଡିଶା ୟୁଥ କମିଟି ପକ୍ଷରୁ ବାଙ୍ଗାଲୋରଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ଓଡିଶା ୟୁଥ କମିଟି ପକ୍ଷରୁ ବାଙ୍ଗାଲୋରର ମାରାଥାଲି ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୫୦ରୁ ଉର୍ଦ୍ଧ କର୍ମକର୍ତ୍ତା ଯୋଗଦେଇ ରକ୍ତଦାନ ଏକ ମହତ ଦାନ ବୋଲି ବାର୍ତ୍ତା ଦେଇ ରକ୍ତଦାନ କରିଥିଲେ । ଉକ୍ତ



ନୈାସେନା ମୁଖ୍ୟ ଆଡମିରାଲ କରମବୀର

Bhagyaprabha News Bureau | ଦେଶଦୁନିଆ | | 1143 | Read...

ନୈାସେନା ମୁଖ୍ୟ ଆଡମିରାଲ କରମବୀର

ଆସନ୍ତା ମେ ୩୧ ରେ ଭାଇସ ଆଡମିରାଲ କରମବୀର ସିଂ ନୈାସେନାର ମୁଖ୍ୟ ଭାବେ ଦାଇତ୍ୱ ଗ୍ରହଣ କରିବେ । ମେ ୩୧ ରେ ସୁନିଲ ଲାମ୍ବାଙ୍କ ନୈସେନାରୁୂ ମୁଖ୍ୟ ପଦରୁ କାର୍ଯ୍ୟକାଳ ଶେଷ ହେଉଥିବାରୁ ନୂତନ ଭାବେ କାର୍ଯ୍ୟ ଗ୍ରହଣ କରିବେ ଆଡମିର



ଅସବଧାନତା ପାଇଁ ଚାଲିଗଲା ଜୀବନ

Bhagyaprabha News Bureau | ଅପରାଧ | | 1142 | Read...

ଅସବଧାନତା ପାଇଁ ଚାଲିଗଲା ଜୀବନ

ଉପରେ ଚଢିଗଲା କାର । ଚାଳିଗଲା ଅକାଳରେ ଜୀବନ । ଏଭଳି ଏକ ଦୁଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କୁଳଢିହା ଅଭୟାରଣ୍ୟରେ ।ଏକ ଯୁବକ କାର ରେ ବସି ଯାଉଥିବା ସମୟରେ ମୋବାଇଲରେ କଲ୍ ଆସିବାରୁ ମୋବାଇଲ ଟାୱାର ନଆସିବାରୁ ଯୁବକ ଜଣକ କାର



ବିଜେପିର ପ୍ରଚାର ଅଭିଯାନ ଆରମ୍ଭ

Bhagyaprabha News Bureau | ରାଜନୀତି | | 1141 | Read...

ବିଜେପିର ପ୍ରଚାର ଅଭିଯାନ ଆରମ୍ଭ

ଆଗାମୀ ଲୋକସଭା ନିର୍ବାଚନ ଲାଗି ଆଜି ଭାରତୀୟ ଜନତା ପାର୍ଟି ଆରମ୍ଭ କରୁଛି ପ୍ରଚାର ଅଭିଯାନ ‘ବିଜୟ ସଙ୍କଳ୍ପ ସଭା’। ଗତକାଲି ସଂଖ୍ୟାଲଘୁ ବ୍ୟାପାରର କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଆବ୍ବାସ୍ ନକଓ୍ଵି କହିଛନ୍ତି ଯେ ବିଜେପି ଅ



ପ୍ରଥମ ଦିନରେ ଧୁମ ମଚାଇଲା କେଶରୀ

Bhagyaprabha News Bureau | ଖେଳ | | 1140 | Read...

ପ୍ରଥମ ଦିନରେ ଧୁମ ମଚାଇଲା କେଶରୀ

ବକ୍ସ ଅଫିସ୍‌ରେ ଧୁମ୍ ମଚାଉଛି ଖିଲାଡ଼ୀଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’। ରିଲିଜ୍ ହେବାର ପ୍ରଥମ ଦିନରେ ହିଁ ୨୦୧୯ର ସମସ୍ତ ରେକର୍ଡ଼ ଭାଙ୍ଗି ଦେଇଛି ଏହି ଚଳଚ୍ଚିତ୍ର। ପ୍ରଥମ ଦିନରେ ୨୧ କୋଟିରୁ ଅଧିକ ବିଜନେସ୍ କର



ଆଜି ଘୋଷଣା ହେବ ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

Bhagyaprabha News Bureau | ରାଜନୀତି | | 1139 | Read...

ଆଜି ଘୋଷଣା ହେବ ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ବିଜେଡି ପାର୍ଥୀ ତାଲିକା ଘୋଷଣା କରିସାରିବା ପରେ ବାକି ଥିବା ୯ଟି ବିଧାନସଭା ଆସନ ପାଇଁ ପାର୍ଥୀ ତାଲିକା ଘୋଷଣା କରିବେ ବୋଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସୁଚନା ଦେଇଛନ୍ତି । ପୁର୍ବରୁ ୯ଟି ଲୋକସଭା ଆସନ ୫୪ଟି ବିଧାନସଭା ଆ



ନିର୍ବାଚନ ସରିବା ପରେ ଏକଜିଟ ପୋଲ ଫଳାଫଳ ପ୍ରସାରିତ ହେବ

Bhagyaprabha News Bureau | ରାଜନୀତି | | 1138 | Read...

ନିର୍ବାଚନ ସରିବା ପରେ ଏକଜିଟ ପୋଲ ଫଳାଫଳ ପ୍ରସାରିତ ହେବ

ଭାରତୀୟ ନିର୍ବାଚନ ଆୟୋଗ ଏକଜିଟ ପୋଲ ପାଇଁ କିଛି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ଅନୁଯାୟୀ ଏକଜିଟ ପୋଲର ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ୧୯ ମେ ସଂଧ୍ୟା ପୂର୍ବରୁ ପ୍ରସାରିତ ହୋଇପାରିବ ନାହିଁ । ଆୟୋଗ ଏହା ମଧ୍ୟ କ



ରାଜନୀତିରେ ନୂଆ ଇନିଂସ ଆରମ୍ଭ କଲେ ପ୍ରକାଶ ମିଶ୍ର

Bhagyaprabha News Bureau | ଖେଳ | | 1137 | Read...

ରାଜନୀତିରେ ନୂଆ ଇନିଂସ ଆରମ୍ଭ କଲେ ପ୍ରକାଶ ମିଶ୍ର

ବହୁ ଚର୍ଚ୍ଚାର ଅନ୍ତ ଘଟାଇ ଆଜି ପୁର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ବିଦ୍ଧିବଦ୍ଧ ଭାବେ ପଦ୍ମ ଦଳରେ ଯୋଗ ଦେବେ । କୁହାଯାଉଛି କଟକ ଲୋକସଭା ଆସନରୁ ପୁର୍ବତନ ପୋଲିସ ମହାନିର୍ଦ୍ଦେଶକ ପାର୍ଥୀ ହେବେ ବୋଲି ଦଳୀୟ ମହଲରେ ଚର୍ଚା ହ



ବିଜେପି ଛାଡିଲେ ରାଜକିଶୋର ଦାସ

Bhagyaprabha News Bureau | ରାଜନୀତି | | 1136 | Read...

ବିଜେପି ଛାଡିଲେ ରାଜକିଶୋର ଦାସ

ମୟୂରଭଞ୍ଜ ଜିଲ୍ଲା ବିଜେପିକୁ ବଡ଼ ଝଟକା। ପଦ୍ମ ଛାଡିଲେ ବିଜେପିର ରାଜ୍ୟ ଉପ-ସଭାପତି ରାଜକିଶୋର ଦାସ । ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ମୋରଡା ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ ରାଜକିଶୋର। ତାଙ୍କୁ ଟିକ



ନୟାଗଡରୁ ନିର୍ବାଚନ ପ୍ରଚାର କରିବେ ନବୀନ

Bhagyaprabha News Bureau | ରାଜନୀତି | | 1135 | Read...

  ନୟାଗଡରୁ  ନିର୍ବାଚନ ପ୍ରଚାର କରିବେ ନବୀନ

ଆଜିଠାରୁ ଆରମ୍ଭ ହେଲା ବିଜେଡିର ନିର୍ବାଚନୀ ପ୍ରଚାର କାର୍ଯ୍ୟ । ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ର ପ୍ରଥମେ ପ୍ରଚାର ପାଇଁ ନୟାଗଡ ନିର୍ବାଚନୀ ମଣ୍ଡଳୀକୁ ଚୟନ କରିଛି ବିଜେଡି ।ନୟାଗଡରେ ବିଜେଡିର ପାର୍ଥୀ ଘୋଷଣା ହୋଇନଥ



ପ୍ରକାଶ ପାଇଲା ବିଜ୍ଞପ୍ତି, ଏପ୍ରିଲ ୨ରୁ ସକାଳ ସ୍କୁଲ

Bhagyaprabha News Bureau | ଶିକ୍ଷା | | 1134 | Read...

  ପ୍ରକାଶ ପାଇଲା ବିଜ୍ଞପ୍ତି, ଏପ୍ରିଲ ୨ରୁ  ସକାଳ ସ୍କୁଲ

ଗ୍ରୀଷ୍ମ ପ୍ରକୋପକୁ ଆଖି ଆଗରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକୁ ସକାଳୁଆ କରିବାର ନିଷ୍ପତ୍ତି ନିଆଯାଇଛି ।ଚଳିତ ବର୍ଷର ସମସ୍ତ ପରୀକ୍ଷା ମାର୍ଚ୍ଚ ୩



ମୁମ୍ୱାଇରେ ଅନୁଷ୍ଠିତ ହେଲା ଫିଲ୍ମଫେୟାର ୨୦୧୮

Bhagyaprabha News Bureau | ମନୋରଞ୍ଜନ | | 1133 | Read...

ମୁମ୍ୱାଇରେ ଅନୁଷ୍ଠିତ ହେଲା ଫିଲ୍ମଫେୟାର ୨୦୧୮

ଗତକାଲି ମୁମ୍ୱାଇରେ ଅନୁଷ୍ଠିତ ହୋଇଯାଇଛି ଫିଲ୍ମଫେୟାର ୨୦୧୮ । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ କ୍ୟାଟୋଗରୀର ଫିଲ୍ମ ମାନେ ନୋମିନେସନ ହୋଇଥିଲେ । ୨୦୧୮ ର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ରାଜି ପୁରସ୍କାର ପାଇଥିବା ବ



ହାତ ଧରିବେ ‘ଭିମ୍‌ସାର୍‌’ର ପୂର୍ବତନ ନିର୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ

Bhagyaprabha News Bureau | ରାଜନୀତି | | 1132 | Read...

ହାତ ଧରିବେ ‘ଭିମ୍‌ସାର୍‌’ର  ପୂର୍ବତନ ନିର୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ

‘ଭିମ୍‌ସାର୍‌’ର ବହୁଚର୍ଚ୍ଚିତ ପୂର୍ବତନ ନିର୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ ଚାକିରିରୁ ଇସ୍ତଫା ଦେବା ପରେ କଂଗ୍ରେସ ପାର୍ଟିରେ ଯୋଗ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସମ୍ବଲପୁର ଜିଲ୍ଲାର ଅଶ୍ୱିନୀ ପୂଜାହ



ଆଇପିଏଲ୍‌-୧୨ର ପ୍ରଥମ ମ୍ୟାଚ୍‌ରେ ୭ ଓ୍ଵିକେଟ୍‌ରେ ଜିତିଲା ଚେନ୍ନାଇ

Bhagyaprabha News Bureau | ଖେଳ | | 1131 | Read...

ଆଇପିଏଲ୍‌-୧୨ର ପ୍ରଥମ ମ୍ୟାଚ୍‌ରେ ୭ ଓ୍ଵିକେଟ୍‌ରେ ଜିତିଲା ଚେନ୍ନାଇ

ଆଇପିଏଲର ଦ୍ୱାଦଶ ସଂସ୍କରଣର ଉଦଘାଟନୀ ମୁକାବିଲାରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଚେନ୍ନାଇ ସୁପରକିଙ୍ଗସ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ୱିକେଟରେ ପରାସ୍ତ କରିଛି ଚେନ୍ନାଇ । ରୋମାଞ୍ଚକର ମୁକାବିଲାରେ ଟସ୍ ଜିତି



ବିଜେଡି ପକ୍ଷରୁ ପ୍ରକାଶ ପାଇଲା ଦଳର ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା

Bhagyaprabha News Bureau | ରାଜନୀତି | | 1130 | Read...

ବିଜେଡି ପକ୍ଷରୁ ପ୍ରକାଶ ପାଇଲା  ଦଳର ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ଜାରି କରାଯାଇଛି ଦଳର ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା। ଏହି ତାଲିକା ସର୍ବାଗ୍ରେ ରହିଛନ୍ତି ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ୧୦ଟି ସ୍ଥାନରେ ବର



ଆସନ୍ତା ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରଶାସନର ପ୍ରସ୍ତୁତି

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1129 | Read...

ଆସନ୍ତା ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରଶାସନର ପ୍ରସ୍ତୁତି

ଆସନ୍ତା ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ।



ହାଫିଜସଂଗଠନ ବିରୋଦ୍ଧରେ ଚାର୍ଜସିଟ ଦାଖଲ କଲା ଏନଆଇଏ

Bhagyaprabha News Bureau | ଦେଶଦୁନିଆ | | 1123 | Read...

ହାଫିଜସଂଗଠନ ବିରୋଦ୍ଧରେ ଚାର୍ଜସିଟ ଦାଖଲ କଲା ଏନଆଇଏ

ଆତଙ୍କୀ ସଂଗଠନ ଫଲାହ -ଏ-ଇଂସାନିୟତ ବିରୋଦ୍ଧରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ତରଫରୁ ଚାର୍ଜସିଟ ଦାଖଲ କରାଯାଇଛି । ଅନେକ ଆକ୍ରମଣରେ ଏହି ସଂଗଠନର ହାତ ରହିଥିବା ଚାର୍ଜସିଟରେ ଉଲ୍ଲେଖ କରାଯାଇଛି ।ଏଫଆଇଆରଏଫ ବିରୋଦ୍ଧରେ



ଗଞ୍ଜାମ- ଦିଗପହଣ୍ଡି ବିଧାନସଭାରୁ ବିଜେପି ପକ୍ଷରୁ ଲଢିବେ ପିଙ୍କି ପ୍ରଧାନ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 1122 | Read...

ଗଞ୍ଜାମ- ଦିଗପହଣ୍ଡି ବିଧାନସଭାରୁ ବିଜେପି ପକ୍ଷରୁ ଲଢିବେ ପିଙ୍କି ପ୍ରଧାନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ତରଫରୁ ନିର୍ବାଚନ ଲଢିବେ ପିଙ୍କି ପ୍ରଧାନ । ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟରେ ୯୯ ଜଣ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଶୁକ



ଜାଲରୁ ଉଦ୍ଧାର ହେଲା ୧୦ ଫୁଟର ଅଜଗର ସାପ

Bhagyaprabha News Bureau | ଓଡ଼ିଶା | ଗଜପତି | 1121 | Read...

ଜାଲରୁ ଉଦ୍ଧାର ହେଲା ୧୦ ଫୁଟର ଅଜଗର ସାପ

ଗଜପତି ଜିଲା ଚନ୍ଦ୍ରଗିରୀ ବନାଞ୍ଚଳ ଅଧିନସ୍ଥ ଦିଗପହଣ୍ଡି ବ୍ଳକ ଭୀଷ୍ମଗିରୀ ସେକ୍ସନ ଅନ୍ତର୍ଗତ ବାଲିପାଟ ଗ୍ରାମ ସ୍ଥିତ ଜେ.ସି.ଆଗ୍ରୋସ୍ ଫାର୍ମ୍ ମଧ୍ୟରୁ ଶୁକ୍ରବାର ପୂର୍ବାହ୍ନରେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ପରେ ବନ



ହୋଲିରେ ପିଏଫ୍ଏ ପକ୍ଷରୁ ଜନସଚେତନତା

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1120 | Read...

ହୋଲିରେ ପିଏଫ୍ଏ ପକ୍ଷରୁ ଜନସଚେତନତା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ ରଙ୍ଗର ପର୍ବ ହୋଲି ଖୁବ୍ ଧୁମଧାମରେ ପାଳିତ ହୋଇଯାଇଛି । ଆବାଳବୃଦ୍ଧା ବନିତା ଯାଏଁ ସମସ୍ତ ବର୍ଗର ଲୋକମାନେ ପରସ୍ପରକୁ ରଙ୍ଗ ଲଗାଇ ହୋଲି ପର୍ବର ଶୁଭେଚ୍ଛା ଜଣାଇବା ସହିତ ମିଠା ଖୁଆଇ ଅଭିନନ



ଟି -୨୦ ଖେଳ ପରେ ଅବସର ନେବେ ମାଲିଙ୍ଗା

Bhagyaprabha News Bureau | ଖେଳ | | 1119 | Read...

ଟି -୨୦ ଖେଳ ପରେ ଅବସର ନେବେ ମାଲିଙ୍ଗା

ଟି -୨୦ ଖେଳ ପରେ ଅବସର ନେବେ ମାଲିଙ୍ଗା, ଶ୍ରୀଲଙ୍କାର କ୍ରିକେଟ ଟିମର ଦ୍ରୁତ ବୋଲର ଭାବେ ଜଣାଶୁଣା କ୍ରିକେଟର ଆଗାମୀ ବର୍ଷ ଟି ଟ୍ୱେଣ୍ଟି ବିଶ୍ୱକପ ପରେ ଦଳରୁ ବିଦାୟ ନେବେ କ୍ରିକେଟ ମ୍ୟାଚର ଖେଳାଳୀ ଲାସିଥ ମାଲିଙ୍ଗା । ମାଲିଙ୍



ପଦ୍ମ ଧରିଲେ ପ୍ରତ୍ୟୁଷା

Bhagyaprabha News Bureau | ରାଜନୀତି | କନ୍ଧମାଳ | 1117 | Read...

ପଦ୍ମ ଧରିଲେ ପ୍ରତ୍ୟୁଷା

ବିଜେଡିରୁ ଟିକେଟ ପାଇବାର ଅଶା ରଖିଥିଲେ କିନ୍ତୁ ସେ ନିରାଶ ହେବାରୁ ଓ ଦଳୀୟ ଟିକେଟ ନମିଳିବାରୁ ସେ ଆଜି ଭାରତୀୟ ଜନତା ପାର୍ଟି ର ମିଶ୍ରଣ ପର୍ବ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡି ଟିକେଟ ନମିଳିବା ପରେ କନ୍ଧମାଳ ସାଂସଦ ୨୦



ନିର୍ବାଚନ ଅଧିକାରୀଙ୍କ ନିକଟରେ ସଂପତ୍ତି ତାଲିକା ଦାଖଲ କଲେ ନବୀନ

Bhagyaprabha News Bureau | ରାଜନୀତି | | 1116 | Read...

ନିର୍ବାଚନ ଅଧିକାରୀଙ୍କ ନିକଟରେ ସଂପତ୍ତି ତାଲିକା ଦାଖଲ କଲେ ନବୀନ

ବିଧାନସଭାରେ ଚାରି ଥର ବିଜୟ ଲାଭ କରିଥିବା ଶାନ୍ତ ସରଳ ଓ ନିରାମୟ ଜୀବନ ବିତାଉଥିବା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭାରୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ନିୟମ ଅନ



ଦେଶର ପ୍ରଥମ ଲୋକପାଳ ହେଲେ ବିଚାରପତି ପିନାକୀ ଚନ୍ଦ୍ର ଘୋଷ

Bhagyaprabha News Bureau | ଦେଶଦୁନିଆ | | 1115 | Read...

ଦେଶର ପ୍ରଥମ ଲୋକପାଳ ହେଲେ ବିଚାରପତି ପିନାକୀ ଚନ୍ଦ୍ର ଘୋଷ

ଭାରତର ପ୍ରଥମ ଲୋକପାଳ ଭାବେ ଶପଥ ନେଇଛନ୍ତି ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ । ରଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତା ସହ ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ବେଳେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ,



ପୁରୀ ଲୋକସଭା ଆସନରୁ ଲଢିବେ ସମ୍ବିତ ପାତ୍ର

Bhagyaprabha News Bureau | ରାଜନୀତି | ପୁରୀ | 1114 | Read...

ପୁରୀ ଲୋକସଭା ଆସନରୁ ଲଢିବେ ସମ୍ବିତ ପାତ୍ର

ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କେନ୍ଦ୍ର ବିଜେପି ଯେଉଁ ଥିରେ ଓଡିଶାର ୫ଟି ଲୋକସଭା ଆସନ ୨୨ ଟି ବିଧାନସଭା ଆସନ ପାଇଁ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ପୁରୀ ଲୋକସଭା ଆସନରୁ ଜାତୀୟ ପ୍ରବତ୍ତା ଡ ସ



ଜୟପୁର ରେ ୧୪୪ ଧାରା ଜାରି ହେଲା

Bhagyaprabha News Bureau | ଓଡ଼ିଶା | | 1112 | Read...

ଜୟପୁର ରେ ୧୪୪ ଧାରା ଜାରି ହେଲା

ଗୋଷ୍ଠୀ ସଂଘର୍ଷ ଜନିତ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ନିମନ୍ତେ ଶନିବାର ପୂର୍ବାହ୍ନରେ ୧୦ଟା ବେଳେ ଜୟପୁର ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥ, ବେଲ୍‌ ରୋଡ୍‌, ଜେଲ୍‌ ରୋଡ୍‌, ଘାସି ସାହି ଓ ଦେବଗୁଡ଼ା ସାହି ଅଞ୍ଚଳରେ ୧୪୪



ଜାମ୍ମୁ କାଶ୍ମୀର ଲିବେରସନ୍ ଫ୍ରଣ୍ଟକୁ ନିଷେଧ ଘୋଷଣା କଲେ କେନ୍ଦ୍ର ସରକାର

Bhagyaprabha News Bureau | ଦେଶଦୁନିଆ | | 1111 | Read...

ଜାମ୍ମୁ କାଶ୍ମୀର ଲିବେରସନ୍ ଫ୍ରଣ୍ଟକୁ ନିଷେଧ ଘୋଷଣା କଲେ କେନ୍ଦ୍ର ସରକାର

କାଶ୍ମୀର ବିଚ୍ଛିନ୍ନତା ବାଦୀ ୟାସିନ୍‌ ମଲ୍ଲିକଙ୍କ ଜେକେଏଲ୍‌ଏଫ୍‌ ବା ଜାମ୍ମୁ କାଶ୍ମୀର ଲିବେରସନ୍ ଫ୍ରଣ୍ଟ କୁ ନିଷେଧ ଘୋଷଣା କରିଛନ୍ତି । ଏହି ସଂସ୍ଥା ଉଗ୍ରବାଦୀ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ଥିବାରୁ ଏହାକୁ ନିଷେଧ



ଭାରତ ବିଶ୍ୱର ଅନ୍ୟତମ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ରାଷ୍ଟ୍ର

Bhagyaprabha News Bureau | ଦେଶଦୁନିଆ | | 1110 | Read...

ଭାରତ ବିଶ୍ୱର ଅନ୍ୟତମ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ରାଷ୍ଟ୍ର

ଭାରତ ବିଶ୍ୱର ଅନ୍ୟତମ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ବୃହତ୍‍ ଅର୍ଥନୀତିରେ ପରିଣତ ହୋଇଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇ.ଏମ୍‍.ଏଫ୍‍.) ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ, ଭାରତ ଗତ ପାଞ୍ଚ ବର୍ଷ ମଧ୍ୟରେ ସାତ ପ୍ରତିଶତ ଅଭ



ଆଜିଠାରୁ ଆଇପିଏଲ ମହାସମର , ଡିଫେଣ୍ଡିଙ୍ଗ୍ ଚାମ୍ପିଆନ ସିଏସକେ କୁ ଭେଟିବ ଆରସିବି

Bhagyaprabha News Bureau | ଖେଳ | | 1109 | Read...

ଆଜିଠାରୁ ଆଇପିଏଲ ମହାସମର  , ଡିଫେଣ୍ଡିଙ୍ଗ୍ ଚାମ୍ପିଆନ ସିଏସକେ କୁ ଭେଟିବ ଆରସିବି

ଆଜିଠାରୁ ଆରମ୍ଭ ହେବ କ୍ରିକେଟ ଜଗତର ମହାକୁମ୍ଭ ତଥା ଇଣ୍ଡିଆନ୍ ପ୍ରିମିୟର ଲିଗର ଦ୍ୱାଦଶ ସଂସ୍କରଣ । ୫୧ ଦିନ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭରେ ଭାରତ ସହ ବିଦେଶୀ ଖେଳାଳୀଙ୍କ ଯାଦୁ ଦେଖିବାକୁ ମିଳିବ । ଉଦଘାଟନୀ ମୁକାବିଲ



ନିର୍ବାଚନ ଲଢିବେ କଂଗ୍ରେସର ୨ ପୂର୍ବତନ ପିସିସି ସଭାପତି

Bhagyaprabha News Bureau | ରାଜନୀତି | | 1108 | Read...

ନିର୍ବାଚନ ଲଢିବେ କଂଗ୍ରେସର ୨ ପୂର୍ବତନ ପିସିସି  ସଭାପତି

କଂଗ୍ରେସର ବିଧାନସଭା ଆସନ ଲାଗି ପାର୍ଥୀ ପତ୍ର ଘୋଷଣାରୁ ତାଲିକାରୁ ଜଣାପଡ଼ିଛି କି , ଏଥର ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଦୁଇ ପୂର୍ବତନ ପିସିସି ସଭାପତି । ଜୟଦେବ ଜେନା ଆନନ୍ଦପୁରରୁ ନିର୍ବାଚନ ଲଢ଼ିବା ବେଳେ ସତ୍ୟବାଦୀରୁ ନିର



ରଣପୁରରୁ ନିର୍ବାଚନ ଲଢିବେ ମିଲି ପଣ୍ଡା

Bhagyaprabha News Bureau | ରାଜନୀତି | | 1107 | Read...

ରଣପୁରରୁ ନିର୍ବାଚନ ଲଢିବେ ମିଲି ପଣ୍ଡା

୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ଟିକେଟ ପାଇ ରଣପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା । ୨୦୧୪ରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୁରୁ



ଦୁର୍ବୁତ୍ତ ଲୁଟିଲେ ଏଟିଏମ୍

Bhagyaprabha News Bureau | ଅପରାଧ | ରାୟଗଡ଼ା | 1104 | Read...

ଦୁର୍ବୁତ୍ତ ଲୁଟିଲେ ଏଟିଏମ୍

ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରଠାରେ ଏସବିଆଇ ଏଟିଏମ ଭାଙ୍ଗି ଲୁଟ କରିଛନ୍ତି ଦୁର୍ବୃତ୍ତ । ସେଠାରେ ଲାଗିଥିବା ସିସିଟିଭି ମଧ୍ୟ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ଏଟିଏମରୁ କେତେ ଟଙ୍କା ଲୁଟ୍ ହୋଇଛି ତା



କଂଗ୍ରେସ ଘୋଷଣା କଲା ଦ୍ୱିତିୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

Bhagyaprabha News Bureau | ରାଜନୀତି | | 1103 | Read...

 କଂଗ୍ରେସ ଘୋଷଣା କଲା ଦ୍ୱିତିୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

କଂଗ୍ରେସର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଓଡିଶା ସମେତ ଛତିଶଗଡ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତର ପ୍ରଦେଶର ୩୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ ପାଇଛି । ଓଡିଶାର ବଲାଂଗୀର ଲ



୨ୟ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା କଲା ବିଜେପି

Bhagyaprabha News Bureau | ରାଜନୀତି | | 1102 | Read...

   ୨ୟ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା କଲା ବିଜେପି

ଶନିବାର ଦିନ ଭାରତୀୟ ଜନତା ପାର୍ଟୀ ତା’ର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରୀ କରିଛି। ପାଞ୍ଚଟି ଲୋକସଭା ଆସନ ଓ ୨୨ଟି ବିଧାନ ସଭା ଆସନ ପାଇଁ ବିଜେପି ପ୍ରକାଶ କରିଛି ପ୍ରାର୍ଥୀ ତାଲିକା। ଲୋକସଭା ଆସନ ପାଇଁ ବରଗଡ଼ ଆସନ ଲାଗି ଶ୍



କାଲିମେଳାରେ ମାଓ ପୋଷ୍ଟର

Bhagyaprabha News Bureau | ଓଡ଼ିଶା | | 1101 | Read...

କାଲିମେଳାରେ ମାଓ ପୋଷ୍ଟର

ଆସନ୍ତା ସାଧାରଣ ନିର୍ବାଚନକୁ ବିରୋଧ କରି ସିପିଆଇ ମାଓବାଦୀ କାଲିମେଳା ଆଞ୍ଚଳିକ କମିଟି ପକ୍ଷରୁ ମାଓ ପୋଷ୍ଟର ଲଗାଯାଇଛି । କାଲିମେଳା ବସଷ୍ଟାଣ୍ଡ ପରିସର, କାଲିମେଳାରୁ ମାଲକାନଗିରି ଯିବା ରାସ୍ତା, ଏବଂ ମୋରମଗାତ ନିକଟରେ ମା



ଆଜି ସନ୍ଧ୍ୟାରେ ବସିବ କଂଗ୍ରେସର ସିଇସି ବୈଠକ

Bhagyaprabha News Bureau | ରାଜନୀତି | | 1100 | Read...

ଆଜି ସନ୍ଧ୍ୟାରେ  ବସିବ କଂଗ୍ରେସର ସିଇସି ବୈଠକ

ଆଜି ସନ୍ଧ୍ୟାରେ କଂଗ୍ରେସର ସିଇସି ବୈଠକ ବସିବ । ସଂଧ୍ୟା ସାଢେ ୬ଟାରେ ସୋନିଆ ଗାନ୍ଧିଙ୍କ ବାସଭବନରେ ସିଇସି ବୈଠକ ବସିବ । ହେଲେ ଏହା ପୂର୍ବରୁ ସ୍କ୍ରିନିଂ କମିଟି ବୈଠକ ଚାଲିଛି । ଏଥିରେ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ଚୂଡାନ



ହୋଲିଖେଳ ହେଲା କାଳ

Bhagyaprabha News Bureau | ଓଡ଼ିଶା | | 1099 | Read...

ହୋଲିଖେଳ ହେଲା କାଳ

ହୋଲି ଖେଳିସାରି ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଯାଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ଗୋପାଳପୁରରେ ଗାଧୋଇବା ସମୟରେ କାଠଯୋଡ଼ିରେ ବୁଡ଼ି ଜଣେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ରଙ୍କ ନାମ ସତୀଶ ସାହୁ (୧୫)। ସେ



ଜନ୍ମ କଲା ପିତା ମାତା ସାଜିଲେ ପିଶାଚ

Bhagyaprabha News Bureau | ଅପରାଧ | | 1098 | Read...

ଜନ୍ମ କଲା ପିତା ମାତା ସାଜିଲେ ପିଶାଚ

ରାୟଗଡା ଜିଲ୍ଲାରେ ହୃଦୟବିଦାରକ ଘଟଣା ଘଟିଛି । ନିଜ ଜନ୍ମ କଲା ପିତା ମାତା ୩ ବର୍ଷର ଝିଅକୁ ଭୂତ ଭୟରେ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଆସିଛି ରାୟଗଡା ଜିଲ୍ଳାରୁ । ରିପୋର୍ଟ ଅନୁସାରେ ଅ



ପାକିସ୍ତାନ ଜାତୀୟ ଦିବସରେ ଭାରତ ସରକାର ଯୋଗ ଦେବେ ନାହିଁ !

Bhagyaprabha News Bureau | ଦେଶଦୁନିଆ | | 1097 | Read...

ପାକିସ୍ତାନ ଜାତୀୟ ଦିବସରେ ଭାରତ ସରକାର ଯୋଗ ଦେବେ ନାହିଁ !

ଆସନ୍ତାକାଲି ପାକିସ୍ତାନ ପାଳିବାକୁ ଥିବା ଜାତୀୟ ଦିବସରେ ଭାରତର କୈାଣସି ସରକାରୀ ଅଧିକାରି ପାକିସ୍ତାନ ଜାତୀୟ ଦିବସରେ ଯୋଗ ଦେବେ ନାହିଁ ବୋଲି କଡା ନିର୍ଦେଶ ଦେଇଛି ଭାରତ । ପାକିସ୍ତାନ ଜାତୀୟ ଦିବସ ଅବସରରେ ପାକିସ୍ତାନ ବି



ଭଞ୍ଜନଗର ଠାରେ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1096 | Read...

ଭଞ୍ଜନଗର ଠାରେ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ବର୍ତ୍ତମାନ ର ଭଂଜନଗର ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କ ବିଶାଳ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯା



ଆମେଠୀରୁ ନିର୍ବାଚନ ଲଢିବେ ସ୍ମୃତି ଇରାନୀ

Bhagyaprabha News Bureau | ରାଜନୀତି | | 1095 | Read...

ଆମେଠୀରୁ ନିର୍ବାଚନ ଲଢିବେ ସ୍ମୃତି ଇରାନୀ

୨ୟ ଥର ପାଇଁ ଆମେଠି ଲୋକସଭା ଆସନରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ବିଜେପି ଟିକେଟ ଦେଇ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଛି। ଗାନ୍ଧୀ ପରିବାରର ପାରମ୍ପରିକ ସିଟ ଭାବେ ପରିଚିତ ଆମେଠୀ ଲୋକସଭା ଆସନକୁ ବିଜେପି ରାହୁଲଙ୍କ



ବିଜେପି କର୍ମୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ , ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତାଲା

Bhagyaprabha News Bureau | ଖେଳ | | 1094 | Read...

ବିଜେପି କର୍ମୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ , ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତାଲା

ବିଜେପିର ପାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଟିକେଟ ପାଇନଥିବା କର୍ମୀ ମନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କର୍ମୀମାନେ ପ୍ରତିବାଦ କରିବା ସହ ବିଜେପି କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ବନ୍ଦ କରିଦେଇଛନ୍ତି । ଭୁ



ତପସ୍ବିନୀ ଏକ୍ସପ୍ରେସରେ ଲାଗିଲା ନିଆଁ

Bhagyaprabha News Bureau | ଓଡ଼ିଶା | | 1093 | Read...

ତପସ୍ବିନୀ ଏକ୍ସପ୍ରେସରେ ଲାଗିଲା ନିଆଁ

ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ୍‌ ପୁରୀ ଷ୍ଟେସନର ୪ ନମ୍ବର ପ୍ଲାଟ୍‌ଫର୍ମରେ ଟ୍ରେନ୍‌ଟି ଛିଡ଼ା ହୋଇଥିବା ବେଳେ ଟ୍ରେନ୍‌ର ୪ଟି ବଗିରେ ନିଆଁ ଲାଗିଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ୨,୩,୪ ଓ ୫ ନମ୍ବର ସ୍ଲିପର କୋଚ୍&z



ପାଳ ଗଦାରୁ ଫୁଟିଲା ଗୁଳି

Bhagyaprabha News Bureau | ଅପରାଧ | | 1092 | Read...

ପାଳ ଗଦାରୁ ଫୁଟିଲା ଗୁଳି

ଅନୁଗୁଳ ଜିଲ୍ଲା ପୁରୁଣାଘାଟି ଅଞ୍ଚଳରେ ଅଭାବନୀୟ ଘଟଣା । ଏକ ପାଳ ଗଦାରୁ ପାଳ କାଢିବା ବେଳେ ପାଳଗଦା ଭିତରୁ ଗଅ-ଳି ଫୁଟି ଜଣେ ଆହାତ ହୋଇଛି । ପାଳ କାଢିବା ବେଳେ ପାଳ ଗଦାରୁ ଗୁଳିଫୁଟି ବିକାଶ ନାମକ ଜଣେ ବ୍ୟକ୍ତ ଆହାତ ହୋଇଛନ୍ତି



୨୦୦୦ ଲକ୍ଜୁରୀ କାର ସହ ମହାସାଗରରେ ବୁଡିଲା ମାଲବହୀ ଜାହାଜ

Bhagyaprabha News Bureau | ଦେଶଦୁନିଆ | | 1091 | Read...

୨୦୦୦ ଲକ୍ଜୁରୀ କାର ସହ ମହାସାଗରରେ ବୁଡିଲା ମାଲବହୀ ଜାହାଜ

୨୦୦୦ ଲକ୍ଜୁରୀ କାରକୁ ନେଇ ଏକ ଇଟାଲିୟନ ମାଲବାହୀ ଜାହାଜ ଆଣ୍ଟଲାଟିକ ମହାସାଗରରେ ବୁଡ଼ିଗଲା। ଏହି ଦୁର୍ଘଟଣା ଫ୍ରାନ୍ସ ତଟରୁ ୧୫୦ ମାଇଲ ଦୂରରେ ଆଣ୍ଟଲାଟିକ ମହାସାଗର ମଧ୍ୟଭାଗରେ ହୋଇଥିଲା। ଜାହାଜ ଜର୍ମାନୀର ହମ୍ବର୍ଗରେ ମୋର



ଭାଜପାରେ ସାମିଲ ହେଲେ ଗମ୍ଭୀର

Bhagyaprabha News Bureau | ରାଜନୀତି | | 1090 | Read...

ଭାଜପାରେ ସାମିଲ ହେଲେ ଗମ୍ଭୀର

ପୂର୍ବ କ୍ରିକେଟୟର ଗୌତମ ଗମ୍ଭୀର ଭାଜପା କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆଜି ଭାଜପାରେ ଯୋଗ ଦେଇଛନ୍ତି।ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏବଂ ରବି ଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ଗମ୍ଭୀର ପଦ୍ମ ଧରିଛନ୍ତି।ଏହା ପୂର୍ବରୁ ସେ ରାଷ୍ଟ୍



ରାଉରକେଲା ଷ୍ଟେସନ୍‌ରୁ ଜବତ ହେଲା ୨ କୋଟି ୨୩ ଲକ୍ଷ ଟଙ୍କା

Bhagyaprabha News Bureau | ଅପରାଧ | | 1089 | Read...

ରାଉରକେଲା ଷ୍ଟେସନ୍‌ରୁ ଜବତ ହେଲା ୨ କୋଟି ୨୩ ଲକ୍ଷ ଟଙ୍କା

ରାଉରକେଲା ଷ୍ଟେସନ୍‌ରୁ ଆରପିଏଫ୍ ୨ କୋଟି ୨୩ ଲକ୍ଷ ଟଙ୍କା ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସଞ୍ଜୟ ଗୁପ୍ତା, ସୁନୀଲ କୁମାର ଏବଂ ରାଜନ ଶ୍ରୀବାସ୍ତବଙ୍କ ଠାରୁ ଟଙ୍କା ଜବତ ହୋଇଥିବା ପୁଲିସ ସୂତ୍ରରୁ ପ୍ର



ବିଜେପିରେ ଯୋଗଦେଲେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ

Bhagyaprabha News Bureau | ରାଜନୀତି | | 1088 | Read...

ବିଜେପିରେ ଯୋଗଦେଲେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ

ବାପା ବିଜେଡିର ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ହେଲେ ପୁଅ ଧରିଛନ୍ତି ପଦ୍ମ। ହେଲେ ପ୍ରଶାନ୍ତ ନନ୍ଦ ଏବଂ ତାଙ୍କ ପୁଅ ରିଷଭ ନନ୍ଦ। ପ୍ରଶାନ୍ତ ବିଜେଡିର ଆଗଧାଡ଼ିର ନେତା ହୋଇଥିବା ବେଳେ ରିଷଭ ଗତକାଲି ବିଜେପି ପାର୍ଟି ଅଫିସରେ ପ



ରଙ୍ଗର ପର୍ବ ସମସ୍ତଙ୍କ ଜୀବନରେ ସୁଖ,ଶାନ୍ତି, ସମୃଦ୍ଧି ଆଣୁ : ନବୀନ ପଟ୍ଟନାୟକ

Bhagyaprabha News Bureau | ଖେଳ | | 1087 | Read...

ରଙ୍ଗର ପର୍ବ ସମସ୍ତଙ୍କ ଜୀବନରେ ସୁଖ,ଶାନ୍ତି, ସମୃଦ୍ଧି ଆଣୁ : ନବୀନ ପଟ୍ଟନାୟକ

ରଙ୍ଗୀନ ପରିବେଶ ମଧ୍ୟରେ ଆଜି ସାରା ରାଜ୍ୟ ପାଳନ କରୁଛି ରଙ୍ଗର ପର୍ବ ହୋଲି। ସମସ୍ତେ ରାଗ ଅଭିମାନ ଭୁଲି ହୋଲିର ରଙ୍ଗରେ ରଙ୍ଗୀନ ହେଉଛନ୍ତି। କୁହାଯାଏ ହୋଲି ହେଉଛି ପ୍ରେମ ଓ ଭଲପାଇବାର ଉତ୍ସବ। ହୋଲି ଉତ୍ସବ ଉପଲକ୍ଷେ ମୁଖ୍ୟମନ



ବ୍ରହ୍ମପୁର ଲୋକସଭା ଆସନ କାହାର?

Bhagyaprabha News Bureau | ରାଜନୀତି | | 1086 | Read...

ବ୍ରହ୍ମପୁର  ଲୋକସଭା ଆସନ କାହାର?

୨୦୧୯ ସାଧାରଣ ନିର୍ବାଚନ ପାଇଁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଚାଲିଛି ହଟଚମଟ ।ଗତକାଲି ବିଜେପି ପାର୍ଥୀ ପତ୍ର ଦାଖଲ କରିସାରିବା ପରେ ନିର୍ବାଚନ ଲଢେଇରେ ଆସିଛି ଏକ ନୂଆ ମୋଡ । ବିଜେଡିର ଚନ୍ଦ୍ରଶେଖର ସାହୁ, କଂଗ୍ରେସର ଭି ଚନ



ବିବାଦୀୟ ଘେରରେ କଂଗ୍ରେସ ନେତା ସାମ ପିଟ୍ରୋଡା

Bhagyaprabha News Bureau | ରାଜନୀତି | | 1085 | Read...

ବିବାଦୀୟ ଘେରରେ  କଂଗ୍ରେସ ନେତା ସାମ ପିଟ୍ରୋଡା

ପୁଲୱାମା ଆକ୍ରମଣ ସମ୍ପର୍କରେ ବୟାନ ଦେଇ ବିବାଦୀୟ ଘେରରେ ରହିଛନ୍ତି କଂଗ୍ରେସର ବରିଷ୍ଠ ନେତା ସାମ ପିଟ୍ରୋଡା । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ନେତା ସାମ ପିଟ୍ରୋଡା କହିଛନ୍ତି ଯେ, ଆକ୍ରମଣ ଗୁଡିକ



କାବୁଲରେ ଲଗାତାର ବିସ୍ଫୋରଣ: ୩୦ ମୃତ, ୨୩ ଆହତ

Bhagyaprabha News Bureau | ଦେଶଦୁନିଆ | | 1084 | Read...

କାବୁଲରେ ଲଗାତାର ବିସ୍ଫୋରଣ: ୩୦ ମୃତ, ୨୩ ଆହତ

ଆଫଗାନିସ୍ତାନ ରାଜଧାନୀ କାବୁଲର ପଶ୍ଚିମାଞ୍ଚଳରେ ନୂଆ ବର୍ଷ ପାଳନ ସମୟରେ ଏକ ଧାର୍ମିକସ୍ଥଳରେ ଲଗାତାର ବିସ୍ଫୋରଣ ଘଟି ୩୦ ଜଣଙ୍କ ମୃତ୍ୟୁ ହେବା ସହ ୨୩ ଜଣ ଆହତ ହୋଇଛନ୍ତି। ଏ ପର୍ଯ୍ୟନ୍ତ ବିସ୍ଫୋରଣ କିଭଳି ହେଲା ଜଣାପଡ଼ିନଥି



ଜାମ୍ମୁରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳିବିନିମୟ

Bhagyaprabha News Bureau | ଦେଶଦୁନିଆ | | 1083 | Read...

ଜାମ୍ମୁରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳିବିନିମୟ

ଜମ୍ମୁ-କାଶ୍ମୀରିର ସୋପିଆ ଜିଲ୍ଳାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମାନଙ୍କ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ଗତ ତିନି ଦିନ ହେଲା ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରୀ ରହିଛି । ଗତ କାଲି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ



ଟିକେଟ କଟାକୁ ନେଇ ବିଜେପିରେ ଜଳିଲା ଅସନ୍ତୋଷ ବହ୍ନି

Bhagyaprabha News Bureau | ରାଜନୀତି | | 1082 | Read...

ଟିକେଟ କଟାକୁ ନେଇ ବିଜେପିରେ  ଜଳିଲା ଅସନ୍ତୋଷ ବହ୍ନି

ବିଜେଡ଼ି ପରେ ଏବେ ବିଜେପିରେ ମଧ୍ୟ ଟିକେଟ କଟାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗତକାଲି ବିଜେପି ପକ୍ଷରୁ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଟିକେଟ ପାଇଥିବା ଆଶାୟୀମାନେ ନିରାଶ ହୋଇଛନ୍ତି ।



ବିଜେପିର ପ୍ରଥମ ପର୍ଯ୍ୟାୟ ପାର୍ଥୀ ତାଲିକା

Bhagyaprabha News Bureau | ରାଜନୀତି | | 1081 | Read...

ବିଜେପିର ପ୍ରଥମ ପର୍ଯ୍ୟାୟ ପାର୍ଥୀ ତାଲିକା

ଘୋଷଣା ହେଲା ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକା । ଓଡିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ୧୦ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଯେଉଁଥିରେ ୫ ପୁରୁଣା ପ୍ରାର୍ଥୀଙ୍କ ଉପରେ ଦଳ ଭରସା କରିଥିବା ବେଳେ ୫ ନୂଆ ସୈ



ପୁରୀ ଆନନ୍ଦ ବଜାରରେ ରାମ୍ପ ନିର୍ମାଣକୁ ବିରୋଧ

Bhagyaprabha News Bureau | ଓଡ଼ିଶା | | 1080 | Read...

ପୁରୀ ଆନନ୍ଦ ବଜାରରେ ରାମ୍ପ ନିର୍ମାଣକୁ ବିରୋଧ

ପୁରୀ ଶ୍ରୀମନ୍ଦିର ଆନନ୍ଦ ବଜାର ରେ ରାମ୍ପ ନିର୍ମାଣକୁ ବନ୍ଦ କରିବାକୁ ଦାବି କରାଯାଇଛି । ରାମ୍ପ ନିର୍ମାଣ କରାଗଲେ ଜଗନ୍ନାଥଙ୍କର ମହାପ୍ରସାଦ ବିକ୍ରିରେ ବାଧା ଉପୁଜିବା ସହ ମହାପ୍ରସାଦ ସେବନରେ ଅସୁବିଧା ହେବ । ମଧୁସୁଦନ ସୁ



ପ୍ରକାଶ ପାଇଲା ବିଜେପିର ଲୋକସଭା ପାର୍ଥୀ ତାଲିକା

Bhagyaprabha News Bureau | ରାଜନୀତି | | 1079 | Read...

ପ୍ରକାଶ ପାଇଲା ବିଜେପିର ଲୋକସଭା ପାର୍ଥୀ ତାଲିକା

ପ୍ରକାଶ ପାଇଲା ବିଜେପିର ଲୋକସଭା ପାର୍ଥୀ ତାଲିକା । ଆଜି ୧୦ଟି ଲୋକସଭା ଆସନ ପାଇଁ ବିଜେପି କରିଛି ପାର୍ଥୀଙ୍କର ତାଲିକା ପ୍ରକାଶ କରିଛି । କିଏ କେଉଁ ଆସନରୁ ଲଢ଼ିବେ ଆସନ୍ତୁ ଜାଣିବା । ଭୁବନେଶ୍ଵର- ଅପରାଜିତା ଷଡ଼ଙ୍ଗୀ କେନ୍ଦ



କୁମାରେଶ୍ବର ନଗରରେ କୋଠାଭୁଷୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

Bhagyaprabha News Bureau | ଦେଶଦୁନିଆ | | 1078 | Read...

କୁମାରେଶ୍ବର ନଗରରେ କୋଠାଭୁଷୁଡିବା ଘଟଣାରେ  ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

କର୍ଣ୍ଣାଟକର ଧାରଓ୍ବାର୍ଡରେ ଥିବା କୁମାରେଶ୍ବରନଗରରେ କୋଠାଭୁଷୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଭଙ୍ଗା କଂକ୍ରିଟ ତଳୁ ଉଦ୍ଧାର ହୋଇଥିବା କେତେକ ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆଗ



ଚକ୍ରର ଚକ୍ରବିହ୍ୟୁରେ ଅଭିମନ୍ୟୁ

Bhagyaprabha News Bureau | ମନୋରଞ୍ଜନ | | 1077 | Read...

ଚକ୍ରର ଚକ୍ରବିହ୍ୟୁରେ ଅଭିମନ୍ୟୁ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମରେ ପବିତ୍ର ଦୋଳଯାତ୍ରା ଅବସରରେ ଶ୍ରୀ ଶ୍ରୀ ଶ୍ରୀ ସଂସ୍କାର ଯୁବ ନାଟ୍ୟ ସଂସଦ ପକ୍ଷରୁ ଆୟୋଜିତ ନାଟକ " ଚକ୍ରିର ଚକ୍ରବିହ୍ଯୁରେ ଅଭିମନ୍ୟୁ " ମଞ୍ଚସ୍ଥ ହୋଇଯାଇଛି । ଗ



ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଚନ୍ଦ୍ରଶେଖର ସାହୁ

Bhagyaprabha News Bureau | ରାଜନୀତି | | 1076 | Read...

ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର  ଦାଖଲ କଲେ ଚନ୍ଦ୍ରଶେଖର ସାହୁ

ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଚନ୍ଦ୍ରଶେଖର ସାହୁ ।ଆଜି ଛତ୍ରପୁରରେ ଉପଜିଲ୍ଲାପାଳଙ୍କ ନିକଟରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ବିଜୁ ଜନତା ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଶ୍ରୀ



ଭାଇଚାରାର ପର୍ବ ହୋଲି

Bhagyaprabha News Bureau | ବିଶେଷ | | 1075 | Read...

ଭାଇଚାରାର ପର୍ବ ହୋଲି

ହୋଲି କେବଳ ଗୋଟିଏ ରଙ୍ଗ ନୁହଁ ଏହା ମଣିଷର ଭଲପାଇବାର ଆବେଗ । ହୋଲି ପର୍ବରେ ଶତ୍ରୁ ବି ମିତ୍ର ପାଲଟି ଯାଆନ୍ତି । ଆନନ୍ଦ ଉଲ୍ଲାସ ସହ ହୋଲି ପର୍ବ ଗାଁ ଠାରୁ ସହର ସବୁଠି ପାଳନ କରାଯାଏ । ଏହି ପବିତ୍ର ହୋଲି ଦିନରେ ସାଙ୍ଗ , ଠାରୁ ଆରମ



ଜମ୍ମୁ- କାଶ୍ମୀରର ୩ ସ୍ଥାନରେ ଏନକାଉଣ୍ଟର

Bhagyaprabha News Bureau | ଦେଶଦୁନିଆ | | 1074 | Read...

ଜମ୍ମୁ- କାଶ୍ମୀରର ୩ ସ୍ଥାନରେ ଏନକାଉଣ୍ଟର

ଜାମ୍ମୁ-କାଶ୍ମୀର ତିନି ଗୋଟି ସ୍ଥାନରେ ଏନକାଉଣ୍ଟର ଜାରୀ ରହିଛି । ସୋପିଆଁରେ ସୁରକ୍ଷା ବାହିନୀ ଆତଙ୍କୀକୁ ଘେରି ରହିଛନ୍ତି । ଗୁରୁବାର ସକାଳେ ସିଆରପିଏଫ କ୍ୟାମ୍ପ ଉପରେ ଆତଙ୍କବାଦୀ ମାନେ ଗ୍ରେନେଡ ମାଡ କରିଥିଲେ । ଅନ୍ୟପଟ



ଜାମ୍ମୁ- କାଶ୍ମୀର ସେନା କ୍ୟାମ୍ପ ଉପରେ ଗ୍ରେନେଡ ମାଡ

Bhagyaprabha News Bureau | ଦେଶଦୁନିଆ | | 1073 | Read...

ଜାମ୍ମୁ- କାଶ୍ମୀର ସେନା କ୍ୟାମ୍ପ ଉପରେ ଗ୍ରେନେଡ ମାଡ

ଜାମ୍ମ- କାଶ୍ମୀର ଗୁରୁବାର ସକାଳେ ଆତଙ୍କବାଦୀ ଓ ସେନା ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ଆତଙ୍କବାଦୀ ମାନେ ବୁଧବାର ଶୋପିଆଁର ବାରପୋରରେ ଆତଙ୍କବାଦୀ ମାନେ ଲୁଚି ରହିଥିବା ଖବର ପାଇ ସିଆରପିଏଫ ସେନା ତରଫରୁ ତଲାସୀ ଅଭିଯାନ ଆରମ୍



ହାତ ଛାଡିଲେ ଜଳେଶ୍ୱର ପୁର୍ବତନ ବିଧାୟକ ଚାନ୍ଦ

Bhagyaprabha News Bureau | ରାଜନୀତି | | 1072 | Read...

ହାତ ଛାଡିଲେ ଜଳେଶ୍ୱର ପୁର୍ବତନ ବିଧାୟକ ଚାନ୍ଦ

ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଇଥିବା କଥା କହିଛନ୍ତି।ସେ ୧୯୯୨ ମସିହାରୁ ଆଜି ଯାଏଁ କଂଗ୍ରେସ ପାର୍ଟିର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ। ଏବେ ତାଙ୍କୁ



ଭାରତରେ ଆତଙ୍କୀ ହମ୍‌ଲା କଲେ ପାକିସ୍ତାନକୁ ମହଙ୍ଗା ପଡ଼ିବ : ଆମେରିକା

Bhagyaprabha News Bureau | ଦେଶଦୁନିଆ | | 1071 | Read...

ଭାରତରେ  ଆତଙ୍କୀ ହମ୍‌ଲା କଲେ ପାକିସ୍ତାନକୁ ମହଙ୍ଗା ପଡ଼ିବ : ଆମେରିକା

ପାକିସ୍ତାନକୁ ପୁଣି ଧମକାଇଛି ଭାରତର ବନ୍ଧୁ ରାଷ୍ଟ୍ର ଆମେରିକା। ଆମେରିକା କହିଛି ପାକିସ୍ତାନକୁ ଆତଙ୍କବାଦୀଘଙ୍କ ଉପରେ ଦୀର୍ଘମିଆଦି, ପ୍ରମାଣଯୋଗ୍ୟ ଏବଂ ପୁଣିନଘଟିବା ଭଳି କାର୍ଯ୍ୟାନୁଷ୍ଠାନ ନେଉ। ଏହା ବ୍ୟତୀତ ପାକ୍‌କ



କର୍ଣ୍ଣାଟକରେ କୋଠା ଭୁଶୁଡ଼ି ୭ ମୃତ ୫୫ ଆହତ

Bhagyaprabha News Bureau | ଦେଶଦୁନିଆ | | 1070 | Read...

କର୍ଣ୍ଣାଟକରେ କୋଠା ଭୁଶୁଡ଼ି ୭ ମୃତ ୫୫ ଆହତ

କର୍ଣ୍ଣାଟକର କୁମାରେଶ୍ୱର ନଗରରେ ମଙ୍ଗଳବାର ନିର୍ମାଣାଧିନ କୋଠା ଭୁଶୁଡ଼ିବା ଘଟଣାରେ 7ମୃତ ଓ ୫୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ବୁଧବାର ୫ ଜଣ ବ୍ୟକ



ଦାମ ନିବାସରେ ନବୀନ!

Bhagyaprabha News Bureau | ଓଡ଼ିଶା | | 1069 | Read...

ଦାମ ନିବାସରେ ନବୀନ!

ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିବା ଦାମଙ୍କ ପତ୍ନୀ ସ୍ନେହଲତା ସକାଳ ୬ଟା ୪୫ରେ ଆଖିବୁଜିଥିଲେ । ରାଉତଙ୍କ ପତ୍ନୀଙ୍କ ବିୟୋଗରେ ଆଜି ତାଙ୍କ ବାସଭବନରେ ପହଚିଂ ଶ୍ରଦ୍ଧାଂଜଳୀ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ନେହଲ



ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ପତ୍ର ଘୋଷଣାକୁ ନେଇ ନବୀନ ନିବାସରେ ଜମିଲା ଭିଡ

Bhagyaprabha News Bureau | ରାଜନୀତି | | 1068 | Read...

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ପତ୍ର ଘୋଷଣାକୁ ନେଇ ନବୀନ ନିବାସରେ ଜମିଲା ଭିଡ

ବିଜେଡିର ପ୍ରଥମ ଓ ଦ୍ୱିତୀୟ ପାର୍ଥୀ ତାଲିକା ଘୋଷଣା ହେବା ପରେ ଏବେ ପୁଣିଥରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ନବୀନ ନିବାସରେ କସରତ ଆରମ୍ଭ ହୋଇ ଯାଇଛି ।ଟିକେଟ ମିଳିବାକୁ ନେଇ ସମସ୍ତଙ୍କ ମନରେ ଦ୍ୱନ୍ଦ ଉପୁଜିଛି



ଘୋଡ଼ାଘାଟ ନଦୀରେ ଭାସିଗଲେ ୩ଜଣ , ୨ ଉଦ୍ଧାର ଜଣେ ନିଖୋଜ

Bhagyaprabha News Bureau | ଅପରାଧ | | 1067 | Read...

ଘୋଡ଼ାଘାଟ ନଦୀରେ ଭାସିଗଲେ ୩ଜଣ , ୨ ଉଦ୍ଧାର ଜଣେ ନିଖୋଜ

ଘୋଡାଘାଟ ନଦୀରେ ଭାସି ଜଣେ ବୃଦ୍ଧ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି।ଝରଣାମାଲରୁ ଦେଦର୍ହାକୁ ଆସୁଥିବା ବେଳେ ଭାସିଗଲେ। ୩ ଜଣ ଆସୁଥିବା ବେଳେ ଅନ୍ୟ ୨ ଜଣ ଉଦ୍ଧାର ହୋଇଛନ୍ତି। ପର୍ବତାଞ୍ଚଳ ହୋଇଥିବାରୁ ଅଦିନିଆ ବର୍ଷାରୁ ନଦୀରେ



ସାଫ୍‍ ମହିଳା ଫୁଟ୍‍ବଲ ଚାମ୍ପିୟନ୍‍ସିପ୍‍ର ଫାଇନାଲରେ ଭାରତ

Bhagyaprabha News Bureau | ଖେଳ | | 1066 | Read...

ସାଫ୍‍ ମହିଳା ଫୁଟ୍‍ବଲ ଚାମ୍ପିୟନ୍‍ସିପ୍‍ର ଫାଇନାଲରେ ଭାରତ

ପଞ୍ଚମ ଦକ୍ଷିଣ ଏସିଆ ଫୁଟ୍‍ବଲ ଫେଡେରେସନ୍‍ ସାଫ୍‍ ମହିଳା ଚାମ୍ପିୟନ୍‍ସିପ୍‍ର ଫାଇନାଲରେ ଶୁକ୍ରବାର ଭାରତ ଓ ନେପାଳ ମଧ୍ୟରେ ମୁକାବିଲା ହେବ। ବୁଧବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ନେପାଳ ଶ୍ରୀଲଙ୍କାକୁ ୪-୦ରେ ପର



ଏପ୍ରିଲ ପ୍ରଥମ ସପ୍ତାହରୁ ହେବ ଯୁକ୍ତ +୨ ପରୀକ୍ଷା ଖାତା ମୂଲ୍ୟାୟନ

Bhagyaprabha News Bureau | ଶିକ୍ଷା | | 1065 | Read...

ଏପ୍ରିଲ ପ୍ରଥମ ସପ୍ତାହରୁ ହେବ ଯୁକ୍ତ +୨ ପରୀକ୍ଷା ଖାତା ମୂଲ୍ୟାୟନ

ଏପ୍ରିଲ ପ୍ରଥମ ସପ୍ତାହରୁ ଯୁକ୍ତ-୨ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ମାର୍ଚ୍ଚ ୩୦ ତାରିଖରେ ପରୀକ୍ଷା ସରିବା ପରେ ସମସ୍ତ ଖାତାର ମୂଲ୍ୟାୟନ ଆରମ୍ଭ ହେବ। ଏ ନେଇ ଉଚ୍ଚ ମାଧ୍ୟମ



ଆସନ୍ତା ୨୯ ରେ ମୁକ୍ତିଲାଭ କରିବ ଓଡିଆ ଚଳଚ୍ଚିତ୍ର 'ବିଜୁ ବାବୁ'

Bhagyaprabha News Bureau | ମନୋରଞ୍ଜନ | | 1064 | Read...

ଆସନ୍ତା ୨୯ ରେ ମୁକ୍ତିଲାଭ କରିବ ଓଡିଆ ଚଳଚ୍ଚିତ୍ର 'ବିଜୁ ବାବୁ'

ଓଲିଉଡ ର ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର 'ବିଜୁ ବାବୁ'ର ଟ୍ରେଲର ଲୋକାର୍ପିତ ହୋଇଯାଇଛି । ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ନିବେଦିତ ଏହା ପ୍ରଥମ ଓଡ଼ିଆ ଫିଚର ଚଳଚ୍ଚିତ୍ର । ଦେବୀପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ ଏହାର ନିର୍ଦ



ପ୍ରକାଶ ପାଇଲା ବିଜେପିର ଷ୍ଟାର ପ୍ରଚାରକ ତାଲିକା

Bhagyaprabha News Bureau | ରାଜନୀତି | | 1063 | Read...

ପ୍ରକାଶ ପାଇଲା ବିଜେପିର ଷ୍ଟାର ପ୍ରଚାରକ ତାଲିକା

ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳୀୟ ପ୍ରଚାର କମିଟିର ଆବାହକ କରାଯିବା ସହ ରାଜ୍ୟ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସଭାପତି ଅମିତ ଶାହ, କେନ୍ଦ୍ରମନ୍ତ୍ରୀ



ଦୋଳ ପୂର୍ଣ୍ଣିମା ରେ ମହାପ୍ରଭୁ ଙ୍କ ସୁନାବେଶ

Bhagyaprabha News Bureau | ଓଡ଼ିଶା | | 1062 | Read...

 ଦୋଳ ପୂର୍ଣ୍ଣିମା ରେ ମହାପ୍ରଭୁ ଙ୍କ ସୁନାବେଶ

ଆସନ୍ତାକାଲି ହେଉଛି ରଙ୍ଗବେରଙ୍ଗର ପର୍ବ ହୋଲି । ଆଉ ଆଜି ଦୋଳପୂର୍ଣ୍ଣିମାରେ ଶ୍ରୀ ମନ୍ଦିରରେ ତିନି ଠାକୁର ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଏଥି ପାଇଁ ବଡଦାଣ୍ଡରେ ଭିଜ ଲାଗି ରହିଛି । ନାଭିକଟା ମଣ୍ଡପକୁ ଠାକ



ହୋଲି ଅବସରରେ ବଡ ପରଦାକୁ ଆସିଲା ଫିଲ୍ମ

Bhagyaprabha News Bureau | ମନୋରଞ୍ଜନ | | 1061 | Read...

ହୋଲି ଅବସରରେ ବଡ ପରଦାକୁ ଆସିଲା ଫିଲ୍ମ

ଖିଲାଡି ଷ୍ଟାର ଅକ୍ଷୟ କୁମାର ହୋଲି ଅବସରରେ ନିଜର ଫ୍ୟାନ ମାନଙ୍କ ପାଇଁ ଏକ ଭେଟି ନେଇ ଆସିଛନ୍ତି । ଆଜି ତାଙ୍କର ଚର୍ଚ୍ଚିତ ସିନେମା କେଶରୀ ରିଲିଜ୍ ହୋଇଯାଇଛି । ଏହାର କାହାଣୀ ୧୮୯୭ ସାରାଗଢୀ ଯୁଦ୍ଧ ଉପରେ ପର୍ଯ୍ୟବେସିତ । ଇଂର



ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା !

Bhagyaprabha News Bureau | ରାଜନୀତି | | 1060 | Read...

ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା !

୨୦୧୯ ସାଧାରଣ ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ବିଜେଡି ଓ କଂଗ୍ରେସର ବିଞ୍ଜପ୍ତି ଜାରି ହେଇସାରିଥିଲେ ମଧ୍ୟ ବିଜେପି ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାର୍ଥୀ ତାଲିକା ଘୋଷଣା ହୋଇନାହିଁ । ଦୁଇ ଦିନ ଧରି ଦଳର କେନ୍ଦ୍ରୀୟ



ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ କ୍ରୀଡା ପ୍ରତିଯୋଗିତାରେ ୩୫୦ରୁ ଊର୍ଦ୍ଧ୍ବ ପଦକ ସହ ଇତିହାସ ରଚିଲା ଭାରତ

Bhagyaprabha News Bureau | ଖେଳ | | 1059 | Read...

ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ କ୍ରୀଡା ପ୍ରତିଯୋଗିତାରେ ୩୫୦ରୁ ଊର୍ଦ୍ଧ୍ବ ପଦକ ସହ ଇତିହାସ ରଚିଲା ଭାରତ

ସଂଯୁକ୍ତ ଆରବ ଏମିରଟସର ଆବୁଧାବୀରେ ଚାଲିଥିବା ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ କ୍ରୀଡା ପ୍ରତିଯୋଗିତା-୨୦୧୯ରେ ଭାରତ ମୋଟ୍‍ ୩୫୦ରୁ ଊର୍ଦ୍ଧ୍ବ ପଦକ ଜିତି ନୂଆ ଇତିହାସ ସୃଷ୍ଟି କରିଛି।ଭାରତ ବୁଧବାର ସୁଦ୍ଧା ମୋଟ୍‍ ୮୫ଟି ସ



ସିଆରପିଏଫ ଜବାନଙ୍କ ମଧ୍ୟରେ ଗଣ୍ଡଗୋଳ

Bhagyaprabha News Bureau | ଦେଶଦୁନିଆ | | 1058 | Read...

 ସିଆରପିଏଫ ଜବାନଙ୍କ ମଧ୍ୟରେ ଗଣ୍ଡଗୋଳ

ଜାମ୍ମୁର ଉଦ୍ଧମପୁର ଜିଲ୍ଲାରେ ଥିବା ସିଆରପିଏଫର ୧୮୭ ବଟାଲିୟନରେ ଏକ ଦୁଃଖଦ ଘଟଣା ଘଟିଛି । ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ଏବଂ ପରେ ଗୁଳି ଚାଳନା ​ରେ ୩ଜଣ ଜବାନଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆହତ ହେଇଛନ୍ତି ।ଜାମ୍ମୁର ଉଦ୍ଧମପୁ



ଗଞ୍ଜେଇ ଚାଲଣ ଟ୍ରକକୁ ଜବତ କଲା ଏନ୍‌ସିବି

Bhagyaprabha News Bureau | ଅପରାଧ | ଗଞ୍ଜାମ | 1057 | Read...

ଗଞ୍ଜେଇ ଚାଲଣ ଟ୍ରକକୁ ଜବତ କଲା ଏନ୍‌ସିବି

ଗାଞ୍ଜାମ ଉପକଣ୍ଠ ଜଙ୍ଗଲରୁ ହରିଆନାକୁ ଲମ୍ବିଛି ଗଞ୍ଜେଇ ଚୋରା ଚାଲାଣର ଚେର। ଦିଗପହଣ୍ଡି ଓ ଚିକିଟି ଅଞ୍ଚଳରୁ ହରିଆନାକୁ ଗଞ୍ଜେଇ ଚାଲାଣ ହେଉଥିବାବେଳେ କେନ୍ଦ୍ରୀୟ ନାରକୋଟିକ୍ସ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଭୁ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: