ଖବର ସଂଗ୍ରହ

.



ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୧୯ କାର୍ଯ୍ୟକ୍ରମରେ ଯୋଗଦେଲେ ପୁର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା

Bhagyaprabha News Bureau | ଓଡ଼ିଶା | | 629 | Read...

 ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୧୯  କାର୍ଯ୍ୟକ୍ରମରେ ଯୋଗଦେଲେ  ପୁର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା

ଓଡ଼ିଶା ନିର୍ମାଣ କନକ୍ଲେଭ ୨୦୧୯ରେ ଭାଗନେଇ ଦେଶର ସାମଗ୍ରିକ ସ୍ଥିତି ଓ ନୂତନ ନିର୍ମାଣର ମାର୍ଗ ଦର୍ଶନ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା । ସିହ୍ନା କହିଛନ୍ତି ଗତକିଛି ବର୍ଷ ହେବ ରାଜନୈତିକ ଦୃଶ୍ୟପଟରେ ବିର



କାଲି ଓଡିଶା ଆସିବେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ

Bhagyaprabha News Bureau | ଦେଶଦୁନିଆ | | 628 | Read...

କାଲି ଓଡିଶା ଆସିବେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲି ଉତରପ୍ରଦେଶର ଗୋରଖପୁରଠାରେ ସର୍ବଭାରତୀୟ ସ୍ତରରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ଯୋଜନାର ଶୁଭ ଉଦ୍ଘାଟନ କରିବେ। ଦେଶବ୍ୟାପୀ ସମକାଳିନ ଅନୁଷ୍ଠିତ ହେବାକୁ ଥିବା ଏହି



କେନ୍ଦ୍ରୀୟ ପ୍ରକଳ୍ପର ସମୀକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ

Bhagyaprabha News Bureau | ଓଡ଼ିଶା | | 627 | Read...

କେନ୍ଦ୍ରୀୟ ପ୍ରକଳ୍ପର ସମୀକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟରେ ଅନେକ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ବହୁ ପରିମାଣର ଅର୍ଥ ପ୍ରଦାନ କରୁଥିବା ବେଳେ ଅନେକ ସ୍ଥାନରେ ତାହା ଅଧାରେ ଅଟକି ରହିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ପୂର୍ବରୁ କେନ୍ଦ୍ରମନ୍



ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ନୂଆପଡା ବୋଡେନରୁ ୫ ଶିକ୍ଷକଙ୍କୁ କୋର୍ଟ ଚାଲାଣ

Bhagyaprabha News Bureau | ଓଡ଼ିଶା | ନୂଆପଡ଼ା | 626 | Read...

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ନୂଆପଡା ବୋଡେନରୁ ୫ ଶିକ୍ଷକଙ୍କୁ କୋର୍ଟ ଚାଲାଣ

ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୫ଜଣଙ୍କୁ ଗିରଫ କଲା ପୋଲିସ । ଗିରଫମାନେ ହେଲେ ନୂଆପଡା ନୋଡାଲ ହାଇସ୍କୁଲ କରଙ୍ଗାମାଲର ସୁପରିଟେଣ୍ଡେଣ୍ଟ ପ୍ରସନ୍ନ କୁମାର ପତି, ୨ ଇଭିଜିଲେଟର ମୁକୁନ୍ଦ ଶବ



ଦିଲ୍ଲୀକୁ ପୁର୍ଣ୍ଣ ରାଜ୍ୟ ମାନ୍ୟତା ଦାବୀରେ କେଜ୍ରିୱାଲଙ୍କ ଅନଶନ

Bhagyaprabha News Bureau | ଦେଶଦୁନିଆ | | 625 | Read...

ଦିଲ୍ଲୀକୁ ପୁର୍ଣ୍ଣ ରାଜ୍ୟ ମାନ୍ୟତା ଦାବୀରେ କେଜ୍ରିୱାଲଙ୍କ ଅନଶନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ନେତା ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ଅନଶନ କରିବାକୁ ଘୋଷଣା କରିଛନ୍ତି। ଶନିବାର ଦିଲ୍ଲୀ ବିଧାନସଭାରେ କେଜ୍ରିଓ୍



ଉତ୍ତରପ୍ରଦେଶରେ ବାଣ ବିଷ୍ପୋରଣ ; ତିନି କୋଠା ଧ୍ୱଂସ ,୧୦ ମୃତ

Bhagyaprabha News Bureau | ଅପରାଧ | | 624 | Read...

ଉତ୍ତରପ୍ରଦେଶରେ ବାଣ ବିଷ୍ପୋରଣ ; ତିନି କୋଠା ଧ୍ୱଂସ ,୧୦ ମୃତ

ଉତ୍ତରପ୍ରଦେଶର ଭଦୋହୀରେ ଶନିବାର ସକାଳେ ବାଣ ବ୍ୟବସାୟୀଙ୍କ ଘରେ ବାଣ ବିଷ୍ପୋରଣ ଘଟିଛି । ଏହି ଦୂର୍ଘଟଣାରେ ତିନିତାଲା କୋଠା ଧ୍ୱଂସ ହେବା ସହ ୧୦ ଜଣଙ୍କ ମୃତ୍ୟୁ ହୋଇଛି ଓ ୩ ଜଣ ଗୁରୁତର ଆହାତ ହୋଇଛନ୍ତି । ବ୍ୟବସାୟୀ ଜଣକ ଭଦୋହ



ଶ୍ରୀମନ୍ଦିରରେ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର

Bhagyaprabha News Bureau | ଓଡ଼ିଶା | | 623 | Read...

ଶ୍ରୀମନ୍ଦିରରେ  ଆମିକସ୍‌ କ୍ୟୁରି ରଞ୍ଜିତ କୁମାର

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ମନ୍ଦିର ପରିଚାଳନା କମିଟି ବୈଠକରେ ଯୋଗ ଦେଇଛନ୍ତି । ଆମିକସ୍‌ କ୍ୟୁରିଙ୍କ ସହ ଏହି ବୈଠକରେ ଯୋଗ ଦେଇଛନ୍ତି ପରିଚାଳନା କମିଟିର ଅଧ୍ୟକ୍ଷ ମହାରାଜ ଦିବ୍ୟସିଂ



ଆସାମରେ ବିଷାକ୍ତ ମଦ ପିଇ ୧୦୦ ରୁ ଅଧିକ ଗୁରୁତର

Bhagyaprabha News Bureau | ଦେଶଦୁନିଆ | | 622 | Read...

ଆସାମରେ  ବିଷାକ୍ତ ମଦ ପିଇ  ୧୦୦ ରୁ ଅଧିକ ଗୁରୁତର

ଆସାମରେ ଗୋଲାଘାଟ ଜିଲ୍ଲାର ଗୋଟିଏ ଚା ବଗିଚାରେ କଥିତ ରୁପରେ ବିଷାକ୍ତ ମଦ ପିଇବା ପରେ ୭ଜଣ ମହିଳାଙ୍କ ସମେତ ୯୩ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ଶର୍ମା କହିଛନ୍ତି ଯେ ମୃତଙ୍କ ସଂଖ୍ୟା ୯୩ ରେ ପ



ଭାରତ ଓ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ପରିସ୍ଥିତି ଅତ୍ୟନ୍ତ ଖରାପ : 'ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Bhagyaprabha News Bureau | ଦେଶଦୁନିଆ | | 621 | Read...

ଭାରତ ଓ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ପରିସ୍ଥିତି ଅତ୍ୟନ୍ତ ଖରାପ : 'ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ ଟ୍ରମ୍ପ। ଭାରତ ଓ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ପରିସ୍ଥିତି ଅତ୍ୟନ୍ତ ମନ୍ଦ ବୋଲି ବର୍ଣ୍ଣନା କରି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ



ଏରୋ ଇଣ୍ଡିଆ ପାର୍କିଙ୍ଗ୍‌ସ୍ଥଳରେ ଅଗ୍ନିକାଣ୍ଡ

Bhagyaprabha News Bureau | ଦେଶଦୁନିଆ | | 619 | Read...

ଏରୋ ଇଣ୍ଡିଆ ପାର୍କିଙ୍ଗ୍‌ସ୍ଥଳରେ ଅଗ୍ନିକାଣ୍ଡ

ଗତ ଚାରି ଦିନ ତଳେ ଏୟାର ଶୋ ଅଭ୍ୟାସ ବେଳେ ଆଜି ପୁଣି ଏକ ଦୁର୍ଘଟଣା ଘଟିଛି । ଏୟାର ଶୋ ଚାଲିଥିବାବେଳେ ଏକ କାର୍‌ ପାର୍କିଂରେ ନିଆଁ ଲାଗିଛି । ଫଳରେ ପାର୍କିଂ ସ୍ଥଳରେ ଥିବା ପ୍ରାୟ ୮୦ ରୁ ୧୦୦ଟି ପାଖାପାଖି କାର୍‌ରେ ନିଆଁ ଲ



ଆରମ୍ଭ ହେଲା ଭୋଟର ତାଲିକା ଅଭିଯାନ

Bhagyaprabha News Bureau | ଓଡ଼ିଶା | | 618 | Read...

ଆରମ୍ଭ ହେଲା ଭୋଟର ତାଲିକା ଅଭିଯାନ

ଆସନ୍ତା ସାଧାରଣ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ରଂଜନ କୁମାର ଦାସ, ଡେପୁଟି କଲେକ୍ଟର



ଜାମ୍ମୁ କାଶ୍ମୀରର ସୁରକ୍ଷା ନିମନ୍ତେ କେନ୍ଦ୍ର ପଠାଇଲା ୧୦୦ କମ୍ପାନୀ ସେନା

Bhagyaprabha News Bureau | ଦେଶଦୁନିଆ | | 617 | Read...

ଜାମ୍ମୁ କାଶ୍ମୀରର ସୁରକ୍ଷା ନିମନ୍ତେ କେନ୍ଦ୍ର  ପଠାଇଲା  ୧୦୦ କମ୍ପାନୀ ସେନା

ପୁଲୱାମାରେ ଆତଙ୍କୀ ହମଲା ପରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବା ଏବଂ ସୁପ୍ରିମକୋର୍ଟରେ ଧାରା ୩୫-କ ଉପରେ ଶୁଣାଣି ସମୟରେ କୌଣସି ହିଂସାକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର ୧୦୦ କମ୍ପାନୀ ଅର୍ଦ୍ଧ ସାମରିକ ସୁରକ୍ଷ



ଓଡ଼ିଶାରେ ଆରମ୍ଭ ହେଲା ନିର୍ମାଣ କନକ୍ଲେଭ୍‌-୨୦୧୯

Bhagyaprabha News Bureau | ଓଡ଼ିଶା | | 616 | Read...

ଓଡ଼ିଶାରେ ଆରମ୍ଭ ହେଲା ନିର୍ମାଣ କନକ୍ଲେଭ୍‌-୨୦୧୯

ଆରମ୍ଭ ହୋଇଛି 'ଓଡ଼ିଶା ନିର୍ମାଣ କନକ୍ଲେଭ୍‌-୨୦୧୯'ର ତୃତୀୟ ସଂସ୍କରଣ। ସମ୍ବାଦର ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ କହିଛନ୍ତି, ଓଡ଼ିଶା ନିର୍ମାଣର ପରମ୍ପରା ଅତ୍ୟନ୍ତ ଗୌରବମୟ ଓ ଅତ୍ୟ



କଟକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Bhagyaprabha News Bureau | ଓଡ଼ିଶା | କଟକ | 615 | Read...

କଟକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଟକ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଦିନ ୧୨ଟା ୨୦ରେ ନରସିଂହପୁର ଅନନ୍ତ ନାରାୟଣ ହାଇସ୍କୁଲ ପଡିଆରେ କାର୍ଯ୍ୟକ୍ର



ବିଷ ପିଇ ବିବାହିତ ମହିଳା ମୃତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 614 | Read...

ବିଷ ପିଇ ବିବାହିତ ମହିଳା ମୃତ

ଗଞ୍ଜାମ ଜିଲ୍ଲା ସାନଖେମଣ୍ଡି ବ୍ଳକ ଉତ୍ତମା ଗ୍ରାମରେ ବିଷ ପିଇ ବିବାହିତ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ମୃତ ମହିଳା ଜଣକ ହେଲେ ପାଟପୁର ଥାନା ଅନ୍ତର୍ଗତ ଏସ୍ . ଗୋପାଳପୁର ପଞ୍ଚାୟତର ସୁନିତା ନାୟକ (୨୦) ବୋଲି ଜଣା



ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଡି.ଏସ୍.ଓ ଗଣ ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 613 | Read...

ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଡି.ଏସ୍.ଓ ଗଣ  ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ମାଟ୍ରିକ ପରୀକ୍ଷା ଆରମ୍ଭ ହେବାର ପ୍ରଥମ ଦିନରୁ ଗଣଶିକ୍ଷା ବିଭାଗର କଡା ସୁରକ୍ଷା ବ୍ୟବସ୍ଥା ପରେ ବି ଓଡିଆ ପ୍ରଶ୍ନ ପତ୍ର ସୋସିଆଲ ମିଡିଆରେ ଘୁରିବା ଘଟଣାକୁ ନେଇ ତିବ୍ର ପ୍ରତିକ୍ରିୟା କରିଛି ି ଅଲ୍ଇଣ୍ଡିଆ ଡି.ଏସ୍.ଓ । ଲକ୍ଷ ଲ



ଉଜ୍ଜଳା ସ୍ୱାଭିମାନ ଉତ୍ସବ ବ୍ରହ୍ମପୁରରେ ପାଳିତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 612 | Read...

ଉଜ୍ଜଳା ସ୍ୱାଭିମାନ ଉତ୍ସବ ବ୍ରହ୍ମପୁରରେ ପାଳିତ

ମହିଳା ମାନଙ୍କୁ ଧୂଆଁରୁ ମୁକ୍ତି ଦେବା ନିମନ୍ତେ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଉଜ୍ଜଳା ଯୋଜନା । ଏହି ଯୋଜନାରେ ଭାରତ ବର୍ଷ ର କୋଟି କୋଟି ପରିବାର ବିଶେଷ କରି ମହିଳା ମାନେ ଉପକୃତ ହେଉଥିବା ବେଳେ ଏହି ଯୋଜନାକୁ ଆହୁରି ଲୋକ



ଉତ୍ତରପ୍ରଦେଶ ଏଟିଏସକୁ ବଡ ସଫଳତା,୧୨ ଆତଙ୍କବାଦୀ ଗିରଫ

Bhagyaprabha News Bureau | ଦେଶଦୁନିଆ | | 611 | Read...

ଉତ୍ତରପ୍ରଦେଶ ଏଟିଏସକୁ ବଡ ସଫଳତା,୧୨ ଆତଙ୍କବାଦୀ ଗିରଫ

ଉତ୍ତର ପ୍ରଦେଶର ଏଟିଏସ ଦ୍ୱାରା ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ୫ଜଣ ଓଡିଆ ଆତଙ୍କବାଦୀ ଙ୍କ ସମେତ ୧୨ଜଣ ଙ୍କୁ ଗିରଫ କରିଛି ଏଟିଏସ । ଉତ୍ତର ପ୍ରଦେଶ ର ସହାରନ ପୁର ଦେଓ ବନ୍ଦରରେ ପାଠ ପଢିବା ନାଁ ରେ ଆତଙ୍କ ବାଦୀ କାମରେ ଜଡି



ଆଜି କ୍ୟବିନେଟ୍‌ ବୈଠକ : କାଳିଆ ଓ ଛାତ୍ରବୃତ୍ତି ଯୋଜନାରେ ଲାଗିବ ମୋହର

Bhagyaprabha News Bureau | ରାଜନୀତି | | 610 | Read...

ଆଜି କ୍ୟବିନେଟ୍‌ ବୈଠକ : କାଳିଆ ଓ ଛାତ୍ରବୃତ୍ତି ଯୋଜନାରେ ଲାଗିବ ମୋହର

ଆଜି ଅପରାହ୍ଣରେ ରାଜ୍ୟ କ୍ୟବିନେଟର ଗୁରୁତ୍ୱପୁର୍ଣ୍ଣ ବୈଠକ ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ପ୍ରସ୍ତାବକୁ ଅନୁମୋଦନ ମି



ଆଜି ରିଲିଜ ହେଲା ଟୋଟାଲ ଧମାଲ୍‌

Bhagyaprabha News Bureau | ମନୋରଞ୍ଜନ | | 609 | Read...

ଆଜି ରିଲିଜ ହେଲା ଟୋଟାଲ ଧମାଲ୍‌

ହାସ୍ୟରସାତ୍ମକ ଭିତ୍ତିକ 'ଧମାଲ' ସିରିଜର ତୃତୀୟ ଚଳଚ୍ଚିତ୍ର 'ଟୋଟାଲ ଧମାଲ୍‍' ଆଜି ବଡ ପରଦାରେ ମୁକ୍ତିଲାଭ କରିଛି । ଇନ୍ଦ୍ର କୁମାର ଏହାର ନିର୍ଦ୍ଦେଶନା ଭାର ବହନ କରିଥିବା ବେଳେ ମାଧୁରୀ ଦୀକ୍ଷିତ୍‍, ଅନିଲ କପୁର, ଅଜୟ ଦେବଗନ



ସିଓଲ୍‌ରେ ଶାନ୍ତି ପୁରସ୍କାର ପାଇଲେ ପ୍ରଧାନମନ୍ତ୍ରୀ ମୋଦୀ

Bhagyaprabha News Bureau | ଦେଶଦୁନିଆ | | 608 | Read...

ସିଓଲ୍‌ରେ ଶାନ୍ତି ପୁରସ୍କାର ପାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଭାରତ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତମାନ କୋରିଆ ଗସ୍ତରେ ଅଛନ୍ତି । ମୋଦୀଙ୍କ ସମ୍ମାନରେ କୋରିଆ ରାଷ୍ଟ୍ରପତି ମୁନ୍ ଜେଇ ଇନଙ୍କ ସରକାରୀ ବାସ



ପିଏମ୍‌ କିଷାନରେ ୧୨କୋଟି ଚାଷୀ ପାଇବେ ଟଙ୍କା

Bhagyaprabha News Bureau | ଦେଶଦୁନିଆ | | 607 | Read...

ପିଏମ୍‌ କିଷାନରେ ୧୨କୋଟି ଚାଷୀ ପାଇବେ ଟଙ୍କା

ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ ନିମନ୍ତେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନୀତି ଯୋଜନାରେ ପ୍ରଥମ ପର୍ଯ୍ୟାୟ ଟଙ୍କା ଚାଷୀଙ୍କ ନିକଟକୁ ଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ରବିବାର ଦିନ ପ୍ରଧାନମନ୍ତ୍ରୀ ନରେ



ଛତ୍ରପୁର ଠାରେ ଉଜ୍ଜ୍ବଳା ସ୍ବାଭିମାନ ଉତ୍ସବ ଅନୁଷ୍ଠିତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 606 | Read...

ଛତ୍ରପୁର ଠାରେ ଉଜ୍ଜ୍ବଳା ସ୍ବାଭିମାନ ଉତ୍ସବ ଅନୁଷ୍ଠିତ

ଗଞ୍ଜାମ ଜିଲା ସଦରମହାକୁମା ଛତ୍ରପୁର ଠାରେ ଉଜ୍ଜ୍ବଳା ସ୍ବାଭିମାନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ମଣ୍ଡଳ ସଭାପତି କୁନା ପାଢ଼ୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗଂଜାମ ବ୍ଲକ ଚେୟାରମ



୫ଟି ରାଜ୍ୟକୁ ନେଇ ସୁରକ୍ଷା ସମନ୍ୱୟ ବୈଠକ ଆରମ୍ଭ

Bhagyaprabha News Bureau | ଅପରାଧ | | 605 | Read...

୫ଟି ରାଜ୍ୟକୁ ନେଇ ସୁରକ୍ଷା ସମନ୍ୱୟ ବୈଠକ  ଆରମ୍ଭ

ପାଖେଇ ଆସୁଛି ସାଧାରଣ ନିର୍ବାଚନ ଏନେଇ କେତେ ପ୍ରସ୍ତୁତ ରାଜ୍ୟ ପୁଲିସ ସେ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ୫ଟି ରାଜ୍ୟ ର ବରିଷ୍ଠ ପୋଲିସ ଅଧିକାରୀ ସାମିଲ ହୋଇଛନ୍ତି ଓଡିଶା ସମେତ ଛତିଶଗଡ,ଆନ୍ଧ୍ର ପ୍ରଦ



ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 604 | Read...

ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର

ଗଂଜାମ ଜିଲ୍ଲାର ଗଞ୍ଜାମ ମହାବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ରାଜନୀତି ବିଭାଗ ପକ୍ଷରୁ ଦିନିକିଆ ଜାତୀୟ ସ୍ତରୀୟ ଆଲୋଚନା ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି ।ରାଜନୀତି ବିଭାଗ ର ମୁଖ୍ୟ ଅଧ୍ୟାପକ ଅମର ପ୍ରସାଦ ବିଷୋୟୀ ଙ୍କ ଅଧ୍ୟକ



ମନ୍ତ୍ରୀଙ୍କ ଘରେ ସିବିଆଇ ରେଡ

Bhagyaprabha News Bureau | ଦେଶଦୁନିଆ | | 603 | Read...

ମନ୍ତ୍ରୀଙ୍କ ଘରେ ସିବିଆଇ ରେଡ

ତାମିଲନାଡୁରେ ଆଜି ଆୟକର ବିଭାଗ ତାମିଲନାଡୁ ସରକାର ରେ ମନ୍ତ୍ରୀ କେ.ସି.ବୀରାମଣି ଏବଂ ତାଙ୍କ ସର୍ମ୍ପକୀୟ ଙ୍କ ଘରେ ବିଭାଗ ପକ୍ଷରୁ ଟିକସ ଫାଙ୍କିବା ଅଭିଯୋଗରେ ଶୁକ୍ରାବାର ସକାଳ୬ଟାରୁ ଏହି ଚଢାଉ ଜାରି ରହିଥିବା ଜଣାପଡିଛି । ଏ



ଭାଇରାଲ ହେଲା ମ୍ୟାଟ୍ରିକ ପ୍ରଶ୍ନପତ୍ର

Bhagyaprabha News Bureau | ଶିକ୍ଷା | | 602 | Read...

ଭାଇରାଲ ହେଲା ମ୍ୟାଟ୍ରିକ ପ୍ରଶ୍ନପତ୍ର

ମାଟ୍ରିକ ପରୀକ୍ଷା ର ସଂସ୍କାର ପାଇଁସରକାର ଗୋଟିଏ ପରେ ଗୋଟିଏ ପହକ୍ଷପ ନେଇ ଥିଲେ ମଧ୍ୟ ତାହା ବାସ୍ତବରେ କେତେ ଠିକ ଥିଲା ଆଜି ପରୀକ୍ଷା ସରିବା ପୂର୍ବରୁ ନୂଆପଡା ଜିଲ୍ଲା ରେ ସୋସିଆଲ ମିଡିଆରେ ଘୁରି ବୁଲିଲା ପ୍ରଶ୍ନ ପତ୍ର । ଆଜ



ଜାମ୍ମୁ-କାଶ୍ମୀରରେ ଆରମ୍ଭ ହେଲା ସେନାର ଅପରେସନ୍

Bhagyaprabha News Bureau | ଦେଶଦୁନିଆ | | 600 | Read...

 ଜାମ୍ମୁ-କାଶ୍ମୀରରେ ଆରମ୍ଭ ହେଲା ସେନାର  ଅପରେସନ୍

ପୁଲୱାମା ଆତଙ୍କୀ ହମଲା ପରେ ଜାମ୍ମୁ-କାଶ୍ମୀରରେ ସେନା ଏବେ ଆକ୍ସନ ମୁଡ଼ରେ । ଜମ୍ମୁ-କାଶ୍ମୀର ସାପୋରରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । । ଏବେ ମଧ୍ୟ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଜା



ବୃଦ୍ଧି ପାଇଲା ସରକାରୀ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି

Bhagyaprabha News Bureau | ଦେଶଦୁନିଆ | | 599 | Read...

 ବୃଦ୍ଧି ପାଇଲା ସରକାରୀ କର୍ମଚାରୀଙ୍କ  ଭବିଷ୍ୟନିଧି ପାଣ୍ଠି

ନିର୍ବାଚନ ବର୍ଷରେ ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର ୬କୋଟିରୁ ଅଧିକ ସଦସ୍ୟଙ୍କୁ ଖୁସି କରିଛନ୍ତି। ଇପିଏଫଓର ସର୍ବୋଚ୍ଚ ନୀତି ନିର୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଆଜ



ଆଜି ଠାରୁ ଆରମ୍ଭ ହେଲା ଆଇସିଏସ୍‌ଇ ର ଦଶମ ଶ୍ରେଣୀ ପରୀକ୍ଷା

Bhagyaprabha News Bureau | ଶିକ୍ଷା | | 597 | Read...

ଆଜି ଠାରୁ ଆରମ୍ଭ ହେଲା ଆଇସିଏସ୍‌ଇ ର ଦଶମ ଶ୍ରେଣୀ ପରୀକ୍ଷା

ଆଜିଠାରୁ ଆରମ୍ଭ ହେଲା କାଉନସିଲ୍‌ ଫର୍‌ ଇଣ୍ଡିଆନ୍‌ ସ୍କୁଲ ସିର୍ଟିଫିକେଟ୍‌ ଏକ୍ଜାମିନେସନ(ସିଆଇଏସ୍‌ସିଇ) ଅଧୀନ ବିଦ୍ୟାଳୟଗୁଡ଼ିକର ଦଶମ ଶ୍ରେଣୀ(ଆଇସିଏସ୍‌ଇ) ପରୀକ୍ଷା । ମାର୍ଚ୍ଚ ୨୫ ଯାଏ ଚାଲିବାକୁ ଥିବା ଏହି ପରୀ



ଶ୍ରୀମନ୍ଦିରର ସଂସ୍କାର ପାଇଁ ପୁରୀ ଗସ୍ତ କରିବେ ଆମିକସ୍ କ୍ୟୁରି

Bhagyaprabha News Bureau | ଦେଶଦୁନିଆ | ପୁରୀ | 596 | Read...

ଶ୍ରୀମନ୍ଦିରର ସଂସ୍କାର ପାଇଁ ପୁରୀ ଗସ୍ତ କରିବେ  ଆମିକସ୍ କ୍ୟୁରି

ଶ୍ରୀମନ୍ଦିରରେ ସଂସ୍କାର ଲାଗି ପୂର୍ବରୁ ୧୨ ସୂତ୍ରୀ ସଂସ୍କାରମୂଳକ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିୟମ ପାଳନରେ ଅସୁବିଧା କେଉଁଠି ରହୁଛି, ତାହା ଜାଣିବାକୁ ଗତବର୍ଷ ସେପ୍ଟେମ୍



ଯୋଗାଣ ମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

Bhagyaprabha News Bureau | ଓଡ଼ିଶା | | 595 | Read...

ଯୋଗାଣ ମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଦିଗପହଣ୍ଡି ବ୍ଲକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣାପଡିଛି । ପ୍ରଥମେ ମନ୍ତ୍ରୀ ପାତ୍ର ଦିଗପହଣ୍ଡି ବ୍ଲକର ଖମ୍ବାରି ଗାଁ , ନିମଖଣ୍ଡି ପେଣ୍ଠ , ଚ



ଆଜିଠୁ ଆରମ୍ଭ ହେଲା ମ୍ୟାଟ୍ରିକ ପରୀକ୍ଷା

Bhagyaprabha News Bureau | ଶିକ୍ଷା | | 594 | Read...

ଆଜିଠୁ ଆରମ୍ଭ ହେଲା ମ୍ୟାଟ୍ରିକ ପରୀକ୍ଷା

ଆଉ କିଛି ସମୟ ପରେ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଚଳିତ ଥର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ୫ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ଦେବେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାର



ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପ୍ରସ୍ତୁତି ବୈଠକ

Bhagyaprabha News Bureau | ଓଡ଼ିଶା | | 593 | Read...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପ୍ରସ୍ତୁତି ବୈଠକ

ଆଗାମୀ ଫେବୃଆରୀ ୨୮ ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସାନଖେମୁଣ୍ଡି ବ୍ଲକ୍ ଜଗନ୍ନାଥପୁର ଛକ କୁ ଆସୁଛନ୍ତି । ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ଧରାକୋଟ ବ୍ଲକ୍ ର ରାଜ ଦରବାରରେ ଏକ ପ୍ରସ୍



ବଢ଼ିଲା ଇପିଏଫ ସୁଧ ହାର

Bhagyaprabha News Bureau | ଦେଶଦୁନିଆ | | 592 | Read...

ବଢ଼ିଲା ଇପିଏଫ ସୁଧ ହାର

କେନ୍ଦ୍ରସରକାରଙ୍କ କର୍ମଚାରୀଙ୍କ ପାଇଁ ଖୁସିଖବରବଢ଼ିଲା ଇପିଏଫ ସୁଧ ହାର । କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ସୁଧହାର ବଢ଼ିଲା । ସୂଚନା ଅନୁସାରେ ୨୦୧୮-୧୯ ବର୍ଷ ପାଇଁ ସୁଧ ହାର ୮.୫୫% ରୁ ୮.୬୫%କୁ ବୃଦ୍ଧି କରାଯାଇଛି । ଏହା ଦ୍ୱା



ବିଶ୍ୱ ପାଇଁ ଆତଙ୍କବାଦ ବଡ ସମସ୍ୟା : ମୋଦୀ

Bhagyaprabha News Bureau | ଦେଶଦୁନିଆ | | 591 | Read...

ବିଶ୍ୱ ପାଇଁ ଆତଙ୍କବାଦ ବଡ ସମସ୍ୟା  : ମୋଦୀ

ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି , ଭାରତୀୟ ଅର୍ଥବ୍ୟବସ୍ଥ୍ୟା ପୁବାପେକ୍ଷା ସୁଦୃଢ ହୋଇଛି ।ଗତ ୪ବର୍ଷ ମଧ୍ୟରେ ଦେଶରେ ୨୫୦ ଆରବ ଡଲାର ପ୍ରତକ



ଢାକା ସହରରେ ଅଗ୍ନିକାଣ୍ଡ: ୬୯ ଜଣଙ୍କ ମୃତ୍ୟୁ

Bhagyaprabha News Bureau | ଦେଶଦୁନିଆ | | 589 | Read...

ଢାକା ସହରରେ ଅଗ୍ନିକାଣ୍ଡ: ୬୯ ଜଣଙ୍କ ମୃତ୍ୟୁ

ବାଲାଂ ଦେଶର ରାଜଧାନୀ ଢାକାଠାରେ ଏକ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟି ୬୯ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡ ବୁଧବାର ହୋଇଥିଲା ବେଳେ ଗୋଟିଏ କୋଠାରୁ ଅନ୍ୟ କୋଠାକୁ ନିଆଁ ବ୍ୟାପିଯଇଥିଲା । ଦୀର୍ଘ ୫ଘଣ୍ଟ



ନୂଆ ଅଡିଓ ଟେପ୍‌ ଜାରି କଲା ଜୈସ- ଏ - ମହମ୍ମଦ ମୁଖିଆ ମାସୁଦ୍‌ ଅଜହର ।

Bhagyaprabha News Bureau | ଦେଶଦୁନିଆ | | 588 | Read...

ନୂଆ ଅଡିଓ ଟେପ୍‌ ଜାରି କଲା ଜୈସ- ଏ - ମହମ୍ମଦ ମୁଖିଆ ମାସୁଦ୍‌ ଅଜହର ।

ନୂଆ ଅଡିଓ ଟେପ୍‌ ଜାରୀ କଲା ଜୈସ- ଏ - ମହମ୍ମଦ ମୁଖିଆ ମାସୁଦ୍‌ ଅଜହର । ଅଡିଓରେ ମସୁଦ କହିଛି ପୁଲୱାମା ଆକ୍ରମଣରେ ତା ସଂଗଠନର କୌଣସି ସଦସ୍ୟଙ୍କର ହାତ ନଥିବା ସ୍ପଷ୍ଠ ଭାବରେ କହିଛି । ଏହା ମଧ୍ୟ ସେ କହିଛି , ଆତଙ୍କବାଦୀ ଆଦିଲ୍&zwn



ତେଜସ୍‌ରେ ଉଡାଣ ଭରିଲେ ସେନା ମୁଖ୍ୟ ବିପିନ ରାୱତ୍‌

Bhagyaprabha News Bureau | ଦେଶଦୁନିଆ | | 587 | Read...

ତେଜସ୍‌ରେ ଉଡାଣ ଭରିଲେ ସେନା ମୁଖ୍ୟ ବିପିନ ରାୱତ୍‌

ବେଙ୍ଗାଲୁରୁରେ ଆୟୋଜିତ ଏୟାର ସୋରେ ଦୁଇଟି ଆସନ ବିଶିଷ୍ଟ ଫାଇଟର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଫାଇଟର ଜେଟ୍‌ ତେଜସ୍‌ ରେ ବସି ଉଡାଣ ଭରିଛନ୍ତି ସେନାଧ୍ୟକ୍ଷ ବିପିନ୍‌ ରାୱତ । ୟେଲାହାଙ୍କା ଏୟାରଫୋର୍ସ ଷ୍ଟେସନରେ କି



ରାଫେଲ୍‌ ଡିଲ୍‌ ପୁର୍ଣ୍ଣ ବିଚାର ହେବ : ସୁପ୍ରିମକୋର୍ଟ

Bhagyaprabha News Bureau | ଦେଶଦୁନିଆ | | 586 | Read...

ରାଫେଲ୍‌ ଡିଲ୍‌  ପୁର୍ଣ୍ଣ ବିଚାର ହେବ : ସୁପ୍ରିମକୋର୍ଟ

ରାଫେଲ ସଂପର୍କରେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଗ୍ରହଣ କରିଛନ୍ତି । ଏହା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞନ ଗୋଗୋଇ କହିଛନ୍ତି ଯେ , ଆମେ ଯେତେ ଶୀଘ୍ର ପାରିବୁ ଏହି ମାମଲାର ଶୁଣାଣୀ କରିବୁ



ଆରପାରିରେ ଖ୍ୟାତାନାମା ପ୍ରଯୋଜକ ରାଜ କୁମାର ବଡଜାତ୍ୟା

Bhagyaprabha News Bureau | ଦେଶଦୁନିଆ | | 585 | Read...

ଆରପାରିରେ ଖ୍ୟାତାନାମା ପ୍ରଯୋଜକ ରାଜ କୁମାର ବଡଜାତ୍ୟା

ବଲିଉଡରେ ଖେଳିଗଲା ଶୋକର ଛାୟା । ବଲିଉଡକୁ ଅନେକ ହିଟ୍ ଚଳଚ୍ଚିତ୍ର ଭେଟି ଦେଇଥିବା ଖ୍ୟାତନାମା ପ୍ରଯୋଜକ ରାଜ କୁମାର ବଡଜାତ୍ୟା ଆଜି ସକାଳେ ପ୍ରାୟ ୧୦ଟା ବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ରାଜକୁମାର ବଡଜାତ୍ୟାଙ୍କ ମୁ



ଟ୍ରାକ୍ଟର ଧକ୍କାରେ ଷଷ୍ଠ ଶ୍ରେଣୀ ଛାତ୍ର ମୃତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 584 | Read...

ଟ୍ରାକ୍ଟର ଧକ୍କାରେ ଷଷ୍ଠ ଶ୍ରେଣୀ ଛାତ୍ର ମୃତ

ଗୁରୁବାର ସକାଳ ୧୦ ଘଣ୍ଟାରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିନସ୍ଥ ଗାନ୍ଧୀଛକ ଠାରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଛାତ୍ର ଜଣକ ହେଲେ ପାଟପୁର ଗ୍ରାମର ରେଡ୍ଡୀକା ସାହ



ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

Bhagyaprabha News Bureau | ଓଡ଼ିଶା | ଢେଙ୍କାନାଳ | 583 | Read...

ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳରେ ପ୍ରସିଦ୍ଧ ଯୋରନ୍ଦା ଗାଦୀରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଦ ଯୋରନ୍ଦା ମେଳା । ସତ୍ୟ ମହିମା ଧର୍ମଧାମ ପରିଚାଳନା ସମିତି ନିଷ୍ପତ୍ତି ଅନୁଯାୟୀ ଆଜି ଗାଦିମନ୍ଦିର ପଶ୍ଚିମ ଦ୍ବାରାରେ ଗୋଟିଏ ଝାଡ଼ ଜଳିବାକୁ ସ୍ଥ



ଛତ୍ରପୁରରେ ଓଡିଶା ବନ୍ଦର ପ୍ରଭାବ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 582 | Read...

ଛତ୍ରପୁରରେ ଓଡିଶା ବନ୍ଦର ପ୍ରଭାବ

ସରକାରଙ୍କ ଚାଷୀ ମାରଣ ନୀତି ଓ ପ୍ରାଇସ,ପେଷ୍ଟିଜ, ପେନସନ ଦାବି ନେଇ ଆଜି ନବନିର୍ମାଣ କୃଷକସଙ୍ଗଠନ 12 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି। ସମଗ୍ର ରାଜ୍ୟ ସମେତ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ମଧ୍ୟ ଏହାର ପ୍ରଭାବ ଦେଖ



ଲକ୍ଷ୍ମୀଙ୍କ ଫେରିବା ବାଟକୁ ଅପେକ୍ଷା!

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 581 | Read...

ଲକ୍ଷ୍ମୀଙ୍କ ଫେରିବା ବାଟକୁ ଅପେକ୍ଷା!

ଓଡିଶା ସରକାରଙ୍କ ତୀର୍ଥଯାତ୍ରା ଯୋଜନାରେ ୫ ଟି ଜିଲ୍ଲାର ବରିଷ୍ଠ ନାଗରିକଙ୍କୁ ନେଇ ୧୫ ତାରିଖ ବ୍ରହ୍ମପୁର ରେଳ ଷ୍ଟେସନରୁ ବାହାରିଥିଲା ଏକ ସ୍ୱତନ୍ତ୍ର ଟ୍ରେନ । ଏହି ଟ୍ରେନରେ ବିଭିନ୍ନ ଅଞ୍ଚଳରୁ ଆସଥିବା ଯାତ୍ରୀ ବୁଧବାର ବ



ବରଗଡରେ ଆଜି ଚାଷୀ ମହାସମାବେଶ : ଯୋଗଦେବେ ମୁଖ୍ୟମନ୍ତ୍ରୀ

Bhagyaprabha News Bureau | ଖେଳ | ବରଗଡ଼ | 580 | Read...

ବରଗଡରେ ଆଜି ଚାଷୀ ମହାସମାବେଶ : ଯୋଗଦେବେ ମୁଖ୍ୟମନ୍ତ୍ରୀ

ବରଗଡରେ ଆଜି ଚାଷୀ ମହାସମାବେଶ କରି କାଳିଆ ଯୋଜନାରେ ଚାଷୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ବାଂଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋହେଲା ଚାଷୀ ସମାବେଶରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୧୪ଲକ୍ଷ କ୍ଷୁଦ୍ର ଓ ନାମମାତ୍



୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଲେ ନବନିର୍ମାଣ କୃଷକ ସଂଗଠନ

Bhagyaprabha News Bureau | ଓଡ଼ିଶା | | 579 | Read...

୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଲେ ନବନିର୍ମାଣ କୃଷକ ସଂଗଠନ

ନବ ନିର୍ମାଣ କୃଷକ ସଂଗଠନ'ଗଣତନ୍ତ୍ର ବଞ୍ଚାଅ- ଚାଷୀ ବଞ୍ଚାଅ' ଆହ୍ୱାନଦେଇ ଆଜି ୧୨ଘଂଟିଆ ବନ୍ଦ ପାଳନ କରୁଛି । ରାଜନୈତିକ ଦଳ କଂଗ୍ରେସ ଓ ଭାଜପା କୃଷକମାନଙ୍କର ଏହି ବନ୍ଦ ପାଳନକୁ ସମର୍ଥନ ଜଣାଇ ସେମାନଙ୍କ ସହ ଯୋଗ ଦେଇଛି। ରାଜ୍ୟ



ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟରେ ଯୋଗଦେଲେ ସମାଜସେବୀ ମଙ୍ଗୁଳୁ ପାତ୍ର

Bhagyaprabha News Bureau | ରାଜନୀତି | | 577 | Read...

ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟରେ ଯୋଗଦେଲେ ସମାଜସେବୀ ମଙ୍ଗୁଳୁ ପାତ୍ର

ଦିଗପହଣ୍ଡି ନିକଟସ୍ଥ ଚାଙ୍ଗୁଡିଦେଇ ପାଦଦେଶ ତଥା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମ ନିକଟରେ ଥିବା ଶ୍ରୀ ହନୁମାନ ଗୁମ୍ଫାରେ ପୁରୋହିତ ସିମାଞ୍ଚଳ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଗତ ତିନିଦିନ ଧରି ଚାଲିଥିବା ଯଜ୍



ଦେଶୀ ମଦ ଜବତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 576 | Read...

ଦେଶୀ ମଦ ଜବତ

ଦିଗପହଣ୍ଡି ବ୍ଲକ ବଡଡୁମୁଳା ପଞ୍ଚାୟତର ତଡା ଗ୍ରାମରେ ସୋମବାର ସନ୍ଧ୍ୟାରେ ଦିଗପହଣ୍ଡି ଅବକାରୀ ବିଭାଗ ଅଧିକାରୀ ଅଭିରାମ ସାହୁଙ୍କ ନେତୃତ୍ୱରେ କର୍ମଚାରୀମାନେ ଗ୍ରାମରେ ଅତର୍କିତ ଭାବେ ଚଢ଼ାଉ କରି ପ୍ରଚୁର ପରିମାଣର ରନ୍ଧା



ସାନଖେମୁଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 575 | Read...

ସାନଖେମୁଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

ବୁଧବାର ଦିନ ସାନଖେମୁଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଅନୁମୋଦନରେ ଆୟୋଜିତ ହୋଇଥିବା ତୃତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାନଖେମୁ



ଦିଗପହଣ୍ଡିରେ ସ୍ବତନ୍ତ୍ର ଭୋଟର ତାଲିକା ପଞ୍ଜିକରଣ ସଚେତନତା ଶିବିର କାର୍ଯ୍ୟକ୍ରମ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 574 | Read...

ଦିଗପହଣ୍ଡିରେ ସ୍ବତନ୍ତ୍ର ଭୋଟର ତାଲିକା ପଞ୍ଜିକରଣ ସଚେତନତା ଶିବିର କାର୍ଯ୍ୟକ୍ରମ

ବୁଧବାର ଦିନ ଦିଗପହଣ୍ଡି ବିଜୁପଟ୍ଟନାୟକ ମହିଳା ମହାବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି ସ୍ବତନ୍ତ୍ର ଭୋଟର ତାଲିକା ପଞ୍ଜିକରଣ ସଚେତନତା ଶିବିର କାର୍ଯ୍ୟକ୍ରମ । ଭାରତରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଦି



ଗ୍ୟାସଟାଙ୍କି ଫାଠି ଶ୍ରମିକ ଗୁରୁତର

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 573 | Read...

ଗ୍ୟାସଟାଙ୍କି ଫାଠି ଶ୍ରମିକ ଗୁରୁତର

ଧବାର ଦିନ ଦିଗପହଣ୍ଡି ପୁଞ୍ଜିକୟା ଛକ ନିକଟରେ ଥିବା ମହାଲକ୍ଷ୍ମୀ ୱେଲଡିଂ ଦୋକାନରେ ଗ୍ୟାସଟ୍ଯାଙ୍କି ଫାଠି ଜଣେ କାର୍ଯ୍ୟରତ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକ ଜଣକ ଦିଗପହଣ୍ଡି ଅଞ୍ଚଳ କଲୋନୀସ୍ଥିତ ପ୍ରକାଶ ମହା



ବିପଦରେ ଓଡିଶାର ପ୍ରଥମ ଫ୍ଲାଇ ଓଭର ବ୍ରିଜ

Bhagyaprabha News Bureau | ଓଡ଼ିଶା | ବାଲେଶ୍ବର | 572 | Read...

ବିପଦରେ ଓଡିଶାର ପ୍ରଥମ ଫ୍ଲାଇ ଓଭର ବ୍ରିଜ

ବିପଦରେ ବାଲେଶ୍ୱରରେ ତିଆରି ହୋଇଥିବା ଓଡ଼ିଶାର ପ୍ରଥମ ଫ୍ଲାଏଓଭର ବ୍ରିଜ । ବ୍ରିଜ୍‌ ତଳେ ଗଢିଉଠିଛି ବିଭିନ୍ନ ଦୋକାନ ଓ ହୋଟେଲ , ଯାହା ପୋଲ ପ୍ରତି ବିପଦ ସୃଷ୍ଟି କରୁଥିବା କହିଛନ୍ତି ବାଲେଶ୍ୱରବାସୀ । ୧୯୮୫ ମସିହାରେ ବାଲେଶ୍



ପାରିବାରିକ କଳହରୁ ୫ ବର୍ଷର ଶିଶୁ ବଳି ପଡିଲା

Bhagyaprabha News Bureau | ଅପରାଧ | ରାୟଗଡ଼ା | 571 | Read...

ପାରିବାରିକ କଳହରୁ ୫ ବର୍ଷର ଶିଶୁ ବଳି ପଡିଲା

ରାୟଗଡା ଜିଲ୍ଲାରେ ବୁଧବାର ପାରିବାରିକ କଳହକୁ କେନ୍ଦ୍ର କରି ଏକ ନିରିହ ଶିଶୁକୁ ହତ୍ୟା କରାଯାଇଛି । ଏଭଳି ଏକ ଦୁଖଦ ଘଟଣା ଘଟିଛି ମୁନିଗୁଡା ଥାନା ଅନ୍ତଗତ ଭାଲିଆଗୁଡା ଗାଁରେ ୫ ବଷର ଶିଶୁକୁ ପଡୋଶୀ ହତ୍ୟା କରିଥିବା ଅଭିଯୋଗ



ପୁଣି ଥରେ ଇଡି ଜେରାରେ ରବର୍ଟ ଭଦ୍ରା

Bhagyaprabha News Bureau | ଦେଶଦୁନିଆ | | 570 | Read...

ପୁଣି ଥରେ ଇଡି ଜେରାରେ ରବର୍ଟ ଭଦ୍ରା

ମନିଲଣ୍ଡ୍ରିଂ ମାମଲାରେ ରବର୍ଟ ଭଦ୍ରା ଆଜି ପୁଣିଥରେ ଜେରା ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ପହଁଚିଛନ୍ତି । ଏହା ପୂର୍ବରୁ ଇଡି ତାଙ୍କୁ ମଙ୍ଗଳବାର ଦିନ ସମନ ପଠାଇଥିଲା । କିନ୍ତୁ ସେ ଅସୁସ୍ଥ ଥିବାରୁ କାର୍ଯ୍ୟ



ପାକିସ୍ତାନକୁ ପ୍ରମାଣ ଦେବନି ଭାରତ:ରାଜନାଥ ସିଂ

Bhagyaprabha News Bureau | ଦେଶଦୁନିଆ | | 569 | Read...

ପାକିସ୍ତାନକୁ ପ୍ରମାଣ ଦେବନି ଭାରତ:ରାଜନାଥ ସିଂ

ଅନ୍ତରାଷ୍ଠ୍ରୀୟ ଦରବାରରେ ପାକିସ୍ତାନର ଅସଲ ମୁଖା ଖୋଲିବ ଭାରତ । ଏନେଇ ଆଜି ବିବୃତ୍ତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ । ପୁଲୱାମା ଆକ୍ରମଣ ଉପରେ ଭାରତ ପକ୍ଷରୁ ପାକିସ୍ତାନକୁ କିଛି ପ୍ରମାଣ ଦିଆଯିବ ନାହିଁ ।



ଖେଳ ହେଲା କାଳ , ବୋମା ଫୁଟି ବାଳକ ଗୁରୁତର

Bhagyaprabha News Bureau | ଅପରାଧ | ଗଞ୍ଜାମ | 568 | Read...

ଖେଳ ହେଲା କାଳ , ବୋମା ଫୁଟି ବାଳକ ଗୁରୁତର

ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦିଗି ଗ୍ରାମରେ ଆଜି ବୋମା ଫୁଟି ୮ବର୍ଷର ବାଳକ ଗୁରୁତର ହୋଇଛି l ସେହି ଗ୍ରାମର ଦିବାକର ସେଠୀଙ୍କ ପୁଅ ନାରାୟଣ ସେଠୀ ଖେଳୁଥିବା ସମୟରେ ହଟାତ ବୋମା ବିସ୍ପୋରଣ ହୋଇଥଲା l ଯାହାଦ୍ୱାରା ବାଳ



ଗଲିବୟ ଛୁଇଁଲା ୧୦୦ କୋଟି

Bhagyaprabha News Bureau | ମନୋରଞ୍ଜନ | | 567 | Read...

ଗଲିବୟ ଛୁଇଁଲା ୧୦୦ କୋଟି

ଭେଲେଣ୍ଟାଇନ୍ସ ଡେରେ ଗଲିବୟ ମୁକ୍ତିଲାଭ କରିଥିବା ଫିଲ୍ମ ବତ୍ତମାନ ୮୮ କୋଟି ଛୁଇଁ୧୦୦ କୋଟି ଛୁଇଁବ ବୋଲି ଆଶା କରାଯାଉଛି । ରଣବୀର ସିଂହ-ଆଲିୟା ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର 'ଗଲିବୟ' ବକ୍ସ ଅଫିସରେ ଲଗାତର ଭାବେ ଉଲ୍ଲେଖନ



ଆତଙ୍କବାଦ ବିରୁଦ୍ଧରେ ସ୍ୱର ଉଠାଇଲେ ପାକିସ୍ତାନର ମହିଳା ସାମ୍ୱାଦିକା

Bhagyaprabha News Bureau | ଦେଶଦୁନିଆ | | 566 | Read...

ଆତଙ୍କବାଦ ବିରୁଦ୍ଧରେ ସ୍ୱର ଉଠାଇଲେ ପାକିସ୍ତାନର  ମହିଳା ସାମ୍ୱାଦିକା

ପାକିସ୍ତାନରେ ଏବେ ଆତଙ୍କବାଦ ବିରୁଦ୍ଧରେ ସ୍ୱର ଉଠୁଛି । ଜଣେ ମହିଳା ସାମ୍ୱାଦିକା ମିର୍ଜା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି,"ମୁଁ ଜଣେ ପାକିସ୍ତାନୀ, ପୁଲୱାମା ଆତଙ୍କବାଦୀ ଆକ୍ରମମକୁ ଦୃଢ ଭାବେ ନିନ୍ଦ



ଫେବୃୟାରୀ ୨୬ରେ ହେବ ଅଯୋଧ୍ୟା ମାମଲାର ଶୁଣାଣୀ

Bhagyaprabha News Bureau | ଦେଶଦୁନିଆ | | 564 | Read...

ଫେବୃୟାରୀ ୨୬ରେ ହେବ ଅଯୋଧ୍ୟା ମାମଲାର ଶୁଣାଣୀ

ଆସନ୍ତା ଫେବୃୟାରୀ ୨୬ ତାରିଖରେ ସୁପ୍ରିମକୋର୍ଟରେ ହେବ ଅଯୋଧ୍ୟା ମାମଲାର ଶୁଣାଣୀ । ଗତ ଜାନୁୟାରୀ ୨୯ ତାରିଖରେ ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣୀ ହେବାର ଥିଲା । କିନ୍ତୁ ଜଷ୍ଟିସ ଏସଏବୋବେଦ ଅନୁପସ୍ଥିତ ଥିବାରୁ ଏ



କେରଳର ଏର୍ଣ୍ଣାକୁର୍ଲମରେ ଭୟବହ ଅଗ୍ନିକାଣ୍ଡ

Bhagyaprabha News Bureau | ଦେଶଦୁନିଆ | | 563 | Read...

କେରଳର ଏର୍ଣ୍ଣାକୁର୍ଲମରେ ଭୟବହ ଅଗ୍ନିକାଣ୍ଡ

କେରଳ ଏର୍ଣ୍ଣାକୁର୍ଲମର ଦକ୍ଷିଣ ରେଳବାଇ ଷେଟସନ ନିକଟସ୍ଥ ଏକ ମାଲଗୋଦାମରେ ଲାଗିଛି ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗନିକାଣ୍ଡ ପଞ୍ଚମ ମହଲାରେ ଲାଗିଛି । ନିଆଁ ଲିଭାଇବା ପାଇଁ ଅଗ୍ନୀଶମ ବାହିନୀ ପହଞ୍ଚି ନିଆଁ ଲିଭେଇବାକୁ ପ୍ରକ



ସ୍ତ୍ରୀ କୁ ପିଟି ପିଟି ହତ୍ୟାକଲା ସ୍ବାମୀ

Bhagyaprabha News Bureau | ଅପରାଧ | | 562 | Read...

ସ୍ତ୍ରୀ କୁ ପିଟି ପିଟି ହତ୍ୟାକଲା ସ୍ବାମୀ

ପାରିବାରିକ କଳହକୁ କେନ୍ଦ୍ର କରି ବାରିପଦାରେ ଏକ ଦୁଖଦ ଘଟଣା ଘଟିଛି । ନିଜ ସ୍ତ୍ରୀ କୁ ପିଟି ପିଟି ହତ୍ୟା କରିଛି ସ୍ବାମୀ । ଏହା ପରେ ପତ୍ନୀହନ୍ତା ସ୍ବାମୀ ଭଞ୍ଜନଗର . ବହଲଦା ଥାନାରେ ଆତ୍ମସମର୍ପଣ କରିଛି । ଖବରରୁ ଜଣାପଡିଛି ଯ



ପିଠା କାର୍ଯ୍ୟକ୍ରମରେ ଉଦଘାଟନ ହେଲା କଲ୍ୟାଣ ମଣ୍ଡପ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 561 | Read...

ପିଠା କାର୍ଯ୍ୟକ୍ରମରେ ଉଦଘାଟନ ହେଲା କଲ୍ୟାଣ ମଣ୍ଡପ

ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କଣମଣା ପଞ୍ଚାୟତରେ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ ଅବସରରେ ପିଡ଼ି ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଯୋଗ ଦେଇ ଏହି କଲ୍ୟାଣମଣ୍ଡପ ର ଉଦଘାଟନ କରିଥିଲେ । ଏହି କଲ୍ୟାଣ ମଣ୍ଡପ ବିଧାୟକଙ୍କ ପାଣ୍ଠିରୁ ୩୮ ଲକ



ଭବାନୀ ପାଟଣା କର୍ମୀ ସମ୍ବଳନୀରେ ରାତ୍ୟ ସରକାର ଙ୍କ ଉପରେ ବର୍ଷିଲେ ଯୋଗୀ

Bhagyaprabha News Bureau | ରାଜନୀତି | କଳାହାଣ୍ଡି | 560 | Read...

ଭବାନୀ ପାଟଣା କର୍ମୀ ସମ୍ବଳନୀରେ ରାତ୍ୟ ସରକାର ଙ୍କ ଉପରେ ବର୍ଷିଲେ ଯୋଗୀ

ରାଜ୍ୟ ସରକାରଙ୍କୁ କଡା ଭାଷାରେ ନିନ୍ଦା କଲେ ଉତ୍ତର ପ୍ରଦେଶ ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ଭବାନୀ ପାଟଣାରେ ଆୟୋଜିତ ବୁଥ ସ୍ତରୀୟ କର୍ମୀ ସମ୍ଭିଳନୀ ରେ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ସେ କହିଛନ୍ତି ହଜାର ହଜାର ବର୍



ରାୟବରେଲିରୁ ନିର୍ବାଚନ ଲଢିବେ ସୋନୀଆ ଗାନ୍ଧୀ

Bhagyaprabha News Bureau | ରାଜନୀତି | | 559 | Read...

ରାୟବରେଲିରୁ ନିର୍ବାଚନ ଲଢିବେ ସୋନୀଆ ଗାନ୍ଧୀ

ରାଜନୀତିରେ ଚର୍ଚ୍ଚା ହେଉଥିଲା ସୋନୀଆ ଗାନ୍ଧୀ ରାଜନୀତିରୁ ସନ୍ନାସ ଗ୍ରହଣ କରିବେ । ଏବେ ଏହା ଉପରେ ପୁର୍ଣ୍ଣଛେଦ ପକାଇଛନ୍ତି ନିଜେ ସୋନୀଆ ଗାନ୍ଧୀ । ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁନର୍ବାର ନିଜର ପାରଂପାରିକ ଆସନ ରାୟବରେ



ଆଉ ନାହାନ୍ତି ଇଣ୍ଟରନ୍ୟାସନାଲ୍‌ ଫ୍ୟାଶନ୍‌ ଡିଜାଇନର୍‌ କାର୍ଲ ଲଜେରଫେଲ୍ଡ୍‌

Bhagyaprabha News Bureau | ମନୋରଞ୍ଜନ | | 558 | Read...

ଆଉ ନାହାନ୍ତି ଇଣ୍ଟରନ୍ୟାସନାଲ୍‌ ଫ୍ୟାଶନ୍‌ ଡିଜାଇନର୍‌ କାର୍ଲ ଲଜେରଫେଲ୍ଡ୍‌

ପ୍ୟାରିସ୍‌ର ଏକ ହସ୍ପିଟାଲ୍‌ରେ ଦୁଇ ସପ୍ତାହ ଧରି ଅସୁସ୍ଥ ଥିବା ଇଣ୍ଟରନ୍ୟାସନାଲ୍‌ ଫ୍ୟାଶନ୍‌ ଡିଜାଇନର୍‌ କାର୍ଲ ଲଜେରଫେଲ୍ଡ୍‌ଙ୍କର ୮୫ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଫ୍ରେଞ୍ଚ୍‌ ଫ୍ୟାଶନ୍‌ ହାଉସ୍‌ ସନେଲ୍&zwnj



ମାସୁଦକୁ ଆତଙ୍କବାଦୀ ଘୋଷଣା କରିବା ପାଇଁ ୟଏନକୁ ପ୍ରସ୍ତାବ ଦେବ ଫ୍ରାନ୍ସ

Bhagyaprabha News Bureau | ଦେଶଦୁନିଆ | | 557 | Read...

ମାସୁଦକୁ  ଆତଙ୍କବାଦୀ ଘୋଷଣା କରିବା ପାଇଁ ୟଏନକୁ ପ୍ରସ୍ତାବ ଦେବ ଫ୍ରାନ୍ସ

ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଜୈସ-ଏ-ଅହମ୍ମଦର ମୁଖିଆ ମାସୁଦ ଅଜହରଙ୍କୁ ମିଳିତ ଜାତିସଂଘ ଆତଙ୍କବାଦୀ ଘୋଷଣା କରିବାକୁ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ସମର୍ଥନ କରୁଥିଲା ବେଳେ ଏବେ ଏହି ପ୍ରସ୍ତାବକୁ ସମର୍ଥନ



ଆଜି ରିଲଜ୍‌ ହେଲା ‘ଫଟୋଗ୍ରାଫ୍’ର ଟ୍ରେଲର

Bhagyaprabha News Bureau | ମନୋରଞ୍ଜନ | | 556 | Read...

ଆଜି ରିଲଜ୍‌ ହେଲା ‘ଫଟୋଗ୍ରାଫ୍’ର ଟ୍ରେଲର

ରିତେଶ ବର୍ମା ନିର୍ଦ୍ଦେଶନାରେ ମାର୍ଚ୍ଚ ୧୫ରେ ରିଲିଜ ହେବାକୁ ଯାଉଛି ନୱାଜ ଉଦ୍ଦିନ୍‌ ସିଦ୍ଧିକି ଓ ସାନ୍ୟା ମଲହୋତ୍ରାଙ୍କ ଫିଲ୍ମ ‘ଫଟୋଗ୍ରାଫ୍’ । ଆଜି ଏହି ଫିଲ୍ମ ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଏହା ଜଣେ ସଂଘର୍ଷରତ



ଅନିଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟର ଝଟ୍କା‌

Bhagyaprabha News Bureau | ଦେଶଦୁନିଆ | | 555 | Read...

ଅନିଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟର ଝଟ୍କା‌

ଭାରତର ରିଲାଏନ୍ସ ଗ୍ରୁପର ମୁଖ୍ୟ ଅନିଲ ଅମ୍ବାନୀକୁ ସୁପ୍ରିମକୋର୍ଟରୁ ବଡ ଝଟକା । ଏରିକ୍ସନ କମ୍ପାନୀକୁ ବକୟା ୫୫୦ କୋଟି ଦେବା ମାମଲାରେ ସବୋର୍ଚ୍ଚ ଅଦାଳତ ଏରିକ୍ସନ ଇଣ୍ଡିଆର ଆବେଦନର ଶୁଣାଣି କରି ଅନିଲ ଅମ୍ୱାନୀଙ୍କ ସହ ତାଙ



ଆଇସିସିର ବୈଠକ ଉପରେ କ୍ରିକେଟ୍‌ ପ୍ରେମୀଙ୍କ ନଜର

Bhagyaprabha News Bureau | ଖେଳ | | 554 | Read...

ଆଇସିସିର ବୈଠକ ଉପରେ କ୍ରିକେଟ୍‌ ପ୍ରେମୀଙ୍କ ନଜର

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସମସ୍ତଙ୍କ ନଜର ରହିଛି ବିଶ୍ୱ କ୍ରିକେଟ ଉପରେ । ଆଜି ଆଇସିସିର ବୈଠକରେ ଭାରତ ଓ ପାକିସ୍ଥାନ ମଧ୍ୟରେ ମ୍ୟାଚ ନହେବାକୁ ବିଭିନ୍ନ ସଂଗଠନ ଅଡି ବସିଥିବା ବେଳେ ଏବେ ନଜର ରହିଛି ଆଇସିସିର ବୈଠକ ଉପ



ଆସନ୍ତା କାଲି ଓଡିଶା ବନ୍ଦ

Bhagyaprabha News Bureau | ଓଡ଼ିଶା | | 553 | Read...

ଆସନ୍ତା କାଲି ଓଡିଶା ବନ୍ଦ

୨୧ରେ ନବ ନିର୍ମାଣ କୃଷକ ସଂଗଠନ ଓଡିଶା ବନ୍ଦ ଡାକରାକୁ କାର୍ଯ୍ୟକାରୀ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୃଷି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ।ମାଟ୍ରିକ ପରୀକ୍ଷାକୁ ଆଖି ଦୃଷ୍ଟିରେ ରଖି ର



ପୁଲ୍‌ଓ୍ୱାମା ଆତଙ୍କୀ ହମଲାକୁ ଦୃଢ ନିନ୍ଦା କଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Bhagyaprabha News Bureau | ଦେଶଦୁନିଆ | | 552 | Read...

ପୁଲ୍‌ଓ୍ୱାମା ଆତଙ୍କୀ ହମଲାକୁ ଦୃଢ ନିନ୍ଦା କଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ପୁଲୱାମା ଆତଙ୍କୀ ହମଲାକୁ ସାରା ବିଶ୍ୱ ନିନ୍ଦା କରୁଥିବାବେଳେ ଏବେ ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ । ଜୈଶ୍‌-ଏ-ଅହମ୍ମଦ୍‌ କରିଥିବା ପୁଲ୍‌ଓ୍ଵାମା ଆତଙ୍କବାଦୀ



ନରେନ୍ଦ୍ରମୋଦୀ ଓ ସାଉଦୀ ପ୍ରିନ୍ସି ମହମ୍ମଦ ବିନ ସଲମାନଙ୍କ ଗୁରୁତ୍ୱପୁର୍ଣ୍ଣ ଦ୍ୱିପାକ୍ଷିକ ବୈଠକ

Bhagyaprabha News Bureau | ଦେଶଦୁନିଆ | | 551 | Read...

ନରେନ୍ଦ୍ରମୋଦୀ ଓ ସାଉଦୀ ପ୍ରିନ୍ସି ମହମ୍ମଦ ବିନ ସଲମାନଙ୍କ ଗୁରୁତ୍ୱପୁର୍ଣ୍ଣ ଦ୍ୱିପାକ୍ଷିକ ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଓ ସାଉଦୀ ପ୍ରିନ୍ସି ମହମ୍ମଦ ବିନ ସଲମାନଙ୍କ ମଧ୍ୟରେ ବହୁ ଗୁରୁତ୍ୱପୁର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସାଉଦି ଆରବ ସହିତ ଉତ୍ତମ ସଂପର୍କ ସ୍ଥାପନା କରି



ଜିଏସଟି ପରିଷଦର ୩୩ତମ ବୈଠକ ଅନୁଷ୍ଠିତ

Bhagyaprabha News Bureau | ଦେଶଦୁନିଆ | | 550 | Read...

ଜିଏସଟି ପରିଷଦର ୩୩ତମ ବୈଠକ ଅନୁଷ୍ଠିତ

ଆଜି ଜିଏସଟି ପରିଷଦର ୩୩ତମ ବୈଠକ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବା ଏହି ବୈଠକରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସମ୍ଭବତଃ ଶେଷ ବୈଠକ ହୋଇଥିବାରୁ କେତେକ ଗୁରୁତ୍ବପୂର୍ଣ୍ଣ ଘୋ



ଓଡିଶାରେ ଯୋଗୀ

Bhagyaprabha News Bureau | ରାଜନୀତି | କଳାହାଣ୍ଡି | 549 | Read...

ଓଡିଶାରେ ଯୋଗୀ

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଅଯଶ୍ୱୀ ନେତା ଯୋଗୀ ଆଦିତ୍ୟ ନାଥ ଆଜି ଓଡିଶା ଆସି ଭବାନିପାଟଣା ଓ ଖୋର୍ଦ୍ଧାରେ ଅନୁଷ୍ଠିତ ହେବାକୁ ଥିବା କର୍ମକର୍ତ୍ତା ସମ୍ମିଳନାରେ ଦଳୀୟ କର୍ମକର୍ତ୍ତାଙ୍କୁ ଆଗକୁ ଆସୁଥୁୃିବା ସାଧାରଣ



ଆଜି ଦିନିକିଆ ପୁରୀ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ୍ ଓ ଶିଳାନ୍ୟାସ କରିବେ ନବୀନ ପଟ୍ଟନାୟକ

Bhagyaprabha News Bureau | ରାଜନୀତି | ପୁରୀ | 548 | Read...

ଆଜି ଦିନିକିଆ ପୁରୀ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ୍ ଓ ଶିଳାନ୍ୟାସ କରିବେ ନବୀନ ପଟ୍ଟନାୟକ

ଗତ କିଛି ଦିନ ହେବ ବିଭିନ୍ନ ଜିଲ୍ଲା ବୁଲି କୋଟି କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଆଜି ଦିନିକିଆ ପୁରୀ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ୍ ଓ ଶିଳାନ୍ୟାସ କରିବେ ନବ



କମେଡି କିଙ୍ଗ କପିଲ ଶର୍ମାଙ୍କୁ ମହଙ୍ଗା ପଡ଼ିଲା ସିଦ୍ଧୁଙ୍କ ସମର୍ଥନ

Bhagyaprabha News Bureau | ଦେଶଦୁନିଆ | | 547 | Read...

କମେଡି କିଙ୍ଗ କପିଲ ଶର୍ମାଙ୍କୁ ମହଙ୍ଗା ପଡ଼ିଲା ସିଦ୍ଧୁଙ୍କ ସମର୍ଥନ

ପୁଲୱାମା ଆକ୍ରମଣକୁ ନେଇ ସାରା ଦେଶରେ ପାକିସ୍ତାନ ବିରୋଧୀ ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏହି ପ୍ରସଙ୍ଗରେ ବୟାନକୁ ନେଇ ବିବାଦ ଘେରକୁ ଆସିଛନ୍ତି ନଭଜୋତ୍ ସିଂ ସିଦ୍ଧୁ । ବିବାଦୀୟ ବୟାନ୍ ପାଇଁ କପିଲ ଶର୍ମା ସୋ’ରୁ ସିଦ୍ଧ



ଟୟୋଟା କାରରୁ ଜବତ ହେଲା ୧୦ କୋଟି ୯୦ ଲକ୍ଷ ଟଙ୍କା

Bhagyaprabha News Bureau | ଦେଶଦୁନିଆ | | 546 | Read...

ଟୟୋଟା କାରରୁ ଜବତ ହେଲା ୧୦ କୋଟି ୯୦ ଲକ୍ଷ ଟଙ୍କା

ଛତିଶଗଡରେ କାରରୁ ମିଳିଲା ୧୦ କୋଟିରୁ ଅଧିକ ଟଙ୍କା । କାରରେ ୧୦ କୋଟି ୯୦ ଲକ୍ଷ ଟଙ୍କା ଚାଲାଣ ହେଉଥିବା ବେଳେ ପୋଲିସ ଜବତ କରିଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି, କଟକରୁ ଛତିଶଗଡ ଦେଇ ଆଗ୍ରା ଯାଉଥିଲା ଏତେ ପରିମାଣର ଟ



ପିତୃହନ୍ତା ପୁଅ

Bhagyaprabha News Bureau | ଅପରାଧ | ଗଞ୍ଜାମ | 545 | Read...

ପିତୃହନ୍ତା ପୁଅ

ପାରିବାରିକ କଳହ କେତେ ଭୟଙ୍କର ହୋଇପାରେ ତାହାର ଏକ ତାହାର ଏକ ନମୁନା ଦେଖିବାକୁ ମିଳିଛି ଜରଡା ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ । ପୁଅର ଖଣ୍ଡା ଚୋଟରେ ବାପା ଧୋବା ପ୍ରଧାନ ଗୁରୁତର ଆହାତ ହୋଇ ପାତ୍ରପୁର ସ୍ୱାସ୍ଥ୍ୟକେନ୍



ସାପ କାମୁଡାରେ ଛାତ୍ରୀଙ୍କ ମୃତ୍ୟୁ

Bhagyaprabha News Bureau | ଅପରାଧ | ଗଞ୍ଜାମ | 544 | Read...

ସାପ କାମୁଡାରେ ଛାତ୍ରୀଙ୍କ ମୃତ୍ୟୁ

ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡଦେଉଳୀ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଛାତ୍ରୀଜଣଙ୍କ ଟିଇସନ ସାରି ଘରକୁ ଫେରୁଥିବା ସମୟରେ ଏକ ବିଷଧର ସାପ କାମୁଡିବା ଦ୍ୱାରା ଗୁରୁତର ଆହାତ ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ



ଆଜି ରାତିରେ ଦେଖିବାକୁ ମିଳିବ ‘ସୁପର୍‌ ସ୍ନୋ ମୁନ୍‌’

Bhagyaprabha News Bureau | ଦେଶଦୁନିଆ | | 543 | Read...

ଆଜି ରାତିରେ ଦେଖିବାକୁ ମିଳିବ ‘ସୁପର୍‌ ସ୍ନୋ ମୁନ୍‌’

ଆଜିର ପୁର୍ଣ୍ଣିମା ସବୁ ପୁର୍ଣ୍ଣିମାଠାରୁ ଭିନ୍ନ । ଆଜି ଚନ୍ଦ୍ରମା ରେ ଏତ ବିରଳ ଦୃଶ୍ୟ ଦେଖିବାକୁ ମିଳିବ ।। ଏହି ଦୃଶ୍ୟ ଦେଖିବାରେ ଯଦି କେହି ମିସ୍‌ କରି ଦିଅନ୍ତି ତେବେ ପୁଣିଥରେ ଏଭଳି ଦୃଶ୍ୟ ଦେଖିବାକୁ ଆହୁରି ୭ବର୍ଷ ପର୍



ଅମରେନ୍ଦ୍ର ସିଂ ପାକିସ୍ତାନକୁ କଡା ଭାଷାରେ ନିନ୍ଦା କଲେ

Bhagyaprabha News Bureau | ଦେଶଦୁନିଆ | | 542 | Read...

ଅମରେନ୍ଦ୍ର ସିଂ ପାକିସ୍ତାନକୁ କଡା ଭାଷାରେ ନିନ୍ଦା କଲେ

ଇମ୍ରାନଙ୍କୁ କଡା ଯବାବ ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ର ସିଂ । କହିଲେ ପୁଲୱାମା ଆକ୍ରମଣରେ ମୁଖ୍ୟ ଅଭିଯୁକ୍ତ ଜୈସ-ଏ - ଅହମ୍ମଦର ମୁଖ୍ୟ ମସୁଦ ଅଜହର ପାକିସ୍ତାନରେ ଅଛି । ଇମ୍ରାନ ତାକୁ ଧରିକି ଦେଖାନ୍ତୁ , ଏହା ମଧ୍ୟ ସ



ୟୁପିଏସିର ରେଜିଷ୍ଟ୍ରେସନ ଆରମ୍ଭ

Bhagyaprabha News Bureau | ଦେଶଦୁନିଆ | | 541 | Read...

ୟୁପିଏସିର ରେଜିଷ୍ଟ୍ରେସନ ଆରମ୍ଭ

ଆଜିଠାରୁ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି । ଏହି ପରୀକ୍ଷା ୟୁନିୟନ ପକ୍ଲିକ ସର୍ଭିସ କମିଶନ କର୍ତ୍ତୁପକ୍ଷ ଆଜିଠାରୁ ଆରମ୍ଭ ହୋଇଚି ବୋଲି ସୂଚନା ଦେଇଛନ୍ତି । ଏହି ପରୀକ୍ଷା ପାଇଁ ଯୋଗ୍ୟତା , ଆବଶ୍ୟକୀୟ



୨୦୧୯ ଆଇପିଏଲ ପାଇଁ କାର୍ଯ୍ୟସୂଚୀ

Bhagyaprabha News Bureau | ଖେଳ | | 540 | Read...

୨୦୧୯ ଆଇପିଏଲ ପାଇଁ କାର୍ଯ୍ୟସୂଚୀ

୨୦୧୯ ଆଇପିଏଲ ପାଇଁ ଘୋଷଣା ହେଲା ଖେଳ ସୂଚୀ ।ଆସନ୍ତା ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର । ଉଦ୍‌ଘାଟନୀ ଉତ୍ସବରେ ୩ଥର ଚାମ୍ପିଆନ ଚେନ୍ନାଇ ସୁପର କିଙ୍ଗ କୁ ଭେଟିବ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ।



ସହାୟତାର ହାତ ବଢାଇଲେ ୟୁପିର ବିଧାୟକ

Bhagyaprabha News Bureau | ଦେଶଦୁନିଆ | | 539 | Read...

ସହାୟତାର ହାତ ବଢାଇଲେ ୟୁପିର ବିଧାୟକ

ଦେଶପାଇଁ ସହୀଦ୍‌ ହୋଇଥିବା ୧୨ଜଣ ସହୀଦ ଯବାନଙ୍କ ପରିବାରଙ୍କୁ ସାହାର୍ଯ୍ୟର ହାତ ବଢାଇଛନ୍ତି ୟୁପିର ବିଧାୟକମାନେ । ଏକ ମାସର ବେତନ ଦେବା ଲାଗି ଘୋଷଣା କରିଛନ୍ତି ରାଜ୍ୟ ବିଧାନସଭାରେ । ସୋମବାର ଦିନ ହୋଇଥିବା ବଜେଟ୍‌ ସେସ



ବ୍ରହ୍ମପୁରରେ ଆରମ୍ଭ ହେଲା ନିଯୁକ୍ତି ମେଳା

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 538 | Read...

ବ୍ରହ୍ମପୁରରେ ଆରମ୍ଭ ହେଲା ନିଯୁକ୍ତି ମେଳା

ଦେଶର ଆର୍ଥିକ ବିକାଶକୁ ତ୍ୱରାନ୍ୱିକ କରିବାର ଲକ୍ଷ ନେଇ ଦକ୍ଷତା ବିକାଶ ମନ୍ତ୍ରଣାଳୟ ତରଫରୁ ବେକାର ଯୁବକ ଯୁବତୀ ମାନଙ୍କ ପାଇଁ କର୍ମ ସଂସ୍ଥାନ ଯୋଗାଇବା ନିମନ୍ତେ ବ୍ରହ୍ମପୁର ଖଲ୍ଲିକୋଟ ଖେଳ ପଡିଆ ଠାରେ ଦୁଇ ଦିନ ଧରି ଚାଲିଥ



ବେଙ୍ଗାଲୁରୁ ଏୟାର ଶୋ ବେଳେ ଅଘଟଣ ଜଣେ ପାଇଲଟ ମୃତ

Bhagyaprabha News Bureau | ଖେଳ | | 537 | Read...

ବେଙ୍ଗାଲୁରୁ ଏୟାର ଶୋ ବେଳେ ଅଘଟଣ ଜଣେ ପାଇଲଟ ମୃତ

ବେଙ୍ଗାଲୁର ରେ ଏୟାର ସୋ ଚାଲୁ ଥିବା ସମୟରେ ଅଘଟଣ । ଏୟାରକ୍ରାଫ୍ଟ ଦୂର୍ଘଟଣା ଗ୍ରସ୍ତ ହେବାରୁ ଜଣେ ପାଇଲଟକ ମୃତ ହୋଇଥିବା ଜଣା ପଡିଛି । ମଙ୍ଗଳବାର ଏୟାର ଶୋ ଚଳୁଥିବା ସମୟରେ ଦୁଇ ଏୟାର କ୍ରାଫ୍ଟ ସମନ୍ୱୟ ରକ୍ଷା କରିନପାରି ପରସ



ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନତିମୂଳକ କାମର କରିବେ ଶିଳାନ୍ୟାସ

Bhagyaprabha News Bureau | ରାଜନୀତି | | 536 | Read...

ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନତିମୂଳକ କାମର କରିବେ ଶିଳାନ୍ୟାସ

ଆଜି ଯାଜପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧର୍ମଶାଳା ବ୍ଲକରେ ସେତୁ, ରାସ୍ତା, ଅଙ୍ଗନୱାଡି ଆଦି ୪୫୭ କୋଟିର ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁ



ମାର୍ଚ୍ଚ ପ୍ରଥମ ସପ୍ତାହରୁ କାର୍ଯ୍ୟକ୍ଷମ ହେବ ଝାରସୁଗୁଡା ବିମାନ ବନ୍ଦର

Bhagyaprabha News Bureau | ଓଡ଼ିଶା | | 535 | Read...

ମାର୍ଚ୍ଚ ପ୍ରଥମ ସପ୍ତାହରୁ କାର୍ଯ୍ୟକ୍ଷମ ହେବ ଝାରସୁଗୁଡା ବିମାନ ବନ୍ଦର

ଝାରସୁଗୁଡାର ବୀରସୁରେନ୍ଦ୍ର ସାଏ ବିମାନବନ୍ଦର ବନ୍ଦର ମାର୍ଚ୍ଚ ପ୍ରଥମ ସପ୍ତାହରେ ପୂର୍ଣ୍ଣଭାବେ କାଯ୍ୟକରିବ ବୋଲି ବିମାନ ବନ୍ଦର କତୃପକ୍ଷ ସୂଚନା ଦେଇଛନ୍ତି । ଗତ ୯ତାରିଖରେ ସ୍ପାଇସ୍ ଜେଟର ୮ ଜଣିଆ ପ୍ରତିନିଧି ବିମାନବନ୍



ୟୁନ୍କୁ ଚିଠି ଲେଖିଲା ପାକିସ୍ତାନ

Bhagyaprabha News Bureau | ଖେଳ | | 534 | Read...

ୟୁନ୍କୁ ଚିଠି ଲେଖିଲା ପାକିସ୍ତାନ

ଭାରତର କାର୍ଯ୍ୟାନୁଷ୍ଠାନ ଦେଖି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବେ ବ୍ୟାକ୍ଫୁଟ ରେ ପୁଲୱାମା ବିସ୍ଫେôାରଣରେ ପାକିସ୍ତାନ ସଂପୃକ୍ତ ବୋଲି ଭାରତ ପାଖରେ ଠୋସ୍ ପ୍ରମାଣ ଅଛି । ଭାରତ କେତେବେଳେ ଆକ୍ରମଣ କରିପାର



କାଶ୍ମୀରରେ ଅନୁପ୍ରବେଶ ଉପରେ ରୋକ ଲଗାଇବ ସେନା

Bhagyaprabha News Bureau | ଦେଶଦୁନିଆ | | 533 | Read...

କାଶ୍ମୀରରେ ଅନୁପ୍ରବେଶ ଉପରେ ରୋକ ଲଗାଇବ ସେନା

ଜାମ୍ମୁ କାଶ୍ୱୀରର ପୁଲୱାମାରେ ହୋଇଥିବା ଆତଙ୍କୀ ହମଲା ପରେ ସରକାର ଗୋଟିଏ ପରେ ଗୋଟିଏ ଦୃଢ କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ବିରୁଦ୍ଧରେ ନେଉଛନ୍ତି ।ଆସନ୍ତାକାଲି ହୋଇଥିବା ଏନ୍‌କାଉଣ୍ଟର କୁ ନେଇ ଲେଫ୍ଟନ୍ୟାଣ୍ଡ ଜେନେରାଲ



ଜରୁରୀକାଳୀନ ନମ୍ୱର ୧୧୨ର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

Bhagyaprabha News Bureau | ଦେଶଦୁନିଆ | | 532 | Read...

ଜରୁରୀକାଳୀନ ନମ୍ୱର ୧୧୨ର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ଆଜିଠାରୁ ଆରମ୍ଭ ହେଲା ମହିଳାଙ୍କ ସୁରକ୍ଷା ପାଇଁ ଏକକ ଜରୁରୀ ନମ୍ୱର । ଜନସାଧାରଣଙ୍କୁ ସଙ୍ଗେସଙ୍ଗେ ସେବା ଯୋଗାଇଦେବା ପାଇଁ ଏହି ବ୍ୟବସ୍ଥା ହୋଇଛି । ବିଶେଷ କରି ମହିଳାଙ୍କ ସୁରକ୍ଷା ନିମନ୍ତେ କେନ୍ଦ୍ର ସରକାର ଏହିଭଳି ବଡ ପଦ



ମାଟ୍ରିକ୍ ପରୀକ୍ଷାର ସମୀକ୍ଷା ବୈଠକ ଅନୁଷ୍ଠିତ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 531 | Read...

ମାଟ୍ରିକ୍ ପରୀକ୍ଷାର ସମୀକ୍ଷା ବୈଠକ ଅନୁଷ୍ଠିତ

ଆସନ୍ତା ଫେବ୍ରୁଆରି ୨୨ ତାରିଖରୁ ଆରମ୍ଭ ହେବାକୁଥିବା ମାଟ୍ରିକ୍ ପରୀକ୍ଷାର ସମୀକ୍ଷା ବୈଠକ ରାଜ୍ୟ ସଚିବାଳୟଠାରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଗଣଶିକ୍ଷା ସଚିବ ଓ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟ



ରାଜଧାନୀରେ ବୁଲୁଛି କଲରାପତରିଆ, ସିସିଟିଭିରେ କଏଦ ହେଲା ଦୃଶ୍ୟ

Bhagyaprabha News Bureau | ଓଡ଼ିଶା | | 530 | Read...

ରାଜଧାନୀରେ ବୁଲୁଛି କଲରାପତରିଆ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ବାଘ ବୁଲୁଛି ରାଜଧାନୀରେ । ଭୁବନେଶ୍ୱର ପଳାସପଲୀ ଅଂଚଳରେ ସିସିଟିଭିରେ କଲରାପତରିଆ ବାଘ ବୁଲୁଥିବାର ଦୃଶ୍ୟ କଏଦ ହୋଇଛି । ରାତିରେ ଜନବସତି ଅଂଚଳରେ ଏହି କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବାଘଟି ବିମାନବନ୍ଦର



କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ରଜକଣା ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

Bhagyaprabha News Bureau | ଓଡ଼ିଶା | କଟକ | 529 | Read...

କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ରଜକଣା ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

୧୬ ନମ୍ୱର ଜାତୀୟ ରାଜପଥର କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ରଜକଣା ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ ଡିଭାଇଡର୍‌ରେ ପିଟି ହୋଇ ରାସ୍ତା ଅପର ପାର୍ଶ୍ୱରେ ଆସୁଥିବା ବସ୍‌କ



ଭଞ୍ଜନଗରରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 528 | Read...

ଭଞ୍ଜନଗରରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଭଞ୍ଜନଗରରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ୨୧ କୋଟି ୨୬ ଲକ୍ଷ ଟଙ୍କାର ୩ଟି ପ୍ରକଳ୍ପର ଉଦଘାଟନ କରିଥିଲେ । ଓ ୨୪ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନ



ଜ୍ଞାନଶ୍ରୀ ପବ୍ଳିକ ସ୍କୁଲର ବାର୍ଷିକୋତ୍ସବ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 527 | Read...

ଜ୍ଞାନଶ୍ରୀ ପବ୍ଳିକ ସ୍କୁଲର ବାର୍ଷିକୋତ୍ସବ

ଦିଗପହଣ୍ଡି – ବ୍ରହ୍ମପୁର ରାସ୍ତାରେ ଥିବା ଜ୍ଞାନଶ୍ରୀ ପବ୍ଳିକ ସ୍କୁଲର ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଭୁବନେଶ୍ୱର ସ୍ଥିତ ସିବିଏସ୍ଇର ବରିଷ୍ଠ କର୍ମଚାରୀ ତଥା ଶିକ୍ଷାବିତ ଗୁପ୍ତେ



ମହାରାଷ୍ଟ୍ରରେ ହେବ ବିଜେପି ଓ ଶିବସେନା ମଧ୍ୟରେ ମହାମେଣ୍ଟ

Bhagyaprabha News Bureau | ରାଜନୀତି | | 526 | Read...

ମହାରାଷ୍ଟ୍ରରେ ହେବ ବିଜେପି ଓ ଶିବସେନା ମଧ୍ୟରେ ମହାମେଣ୍ଟ

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ଏକତ୍ରୀତ ହୋଇ ଲଢିବେ । ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ୍‌ ଏନେଇ ସୂଚନା ଦେଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ଓ ଶିବସେନା ମ



ନୂଆ ରୂପରେ କଟକ ରେଳଷ୍ଟେସନ

Bhagyaprabha News Bureau | ଓଡ଼ିଶା | କଟକ | 525 | Read...

ନୂଆ ରୂପରେ କଟକ ରେଳଷ୍ଟେସନ

ଝଲସୁଛି କଟକ ରେଳ ଷ୍ଟେସନ । ଦିନରେ ରଙ୍ଗବେରଙ୍ଗର ଚିତ୍ର ସହ ରାତି ର ଅନ୍ଧାରରେ ଏଲଇଡି ଲାଇଟରେ ଝଲସୁଛି ଷ୍ଟେସନ । ଦିନରେ ସୁନ୍ଦର ଚିତ୍ର ଆଉ ରାତିରେ ସୁନ୍ଦର ଆଲୋକମାଳା ଯାତ୍ରୀ ମାନଙ୍କୁ ବେଶ ଆତ୍କୃଷ୍ଟ କରିପାରିଛି । ରାସ୍ତ



କୋଲକତାର ନୂଆ ପୋଲିସ୍‌ କମିଶନର ହେଲେ ଅନୁଜ ଶର୍ମା

Bhagyaprabha News Bureau | ଦେଶଦୁନିଆ | | 524 | Read...

କୋଲକତାର ନୂଆ  ପୋଲିସ୍‌ କମିଶନର ହେଲେ ଅନୁଜ ଶର୍ମା

ସିବିଆଇ ଓ ଚିଟଫଣ୍ଡ ମାମଲାକୁ ନେଇ ଚର୍ଚ୍ଚାରେ ଥିବା କୋଲକତା ପୋଲିସ୍‌ କମିଶନର ରାଜିବ କୁମାରଙ୍କୁ କୋଲକତା ପୋଲିସ୍‌ ପଦରୁ ହଟାଇ ତାଙ୍କ ସ୍ଥାନରେ ଅନୁଜ ଶର୍ମାଙ୍କୁ ନୂତନ ଦାୟିତ୍ୱ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ର




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: